Home Bibles ☰ Books ଦିତୀୟ ଶାମୁୟେଲ 6:5 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 6:5 · ଓଡ଼ିଆ ବାଇବେଲ

ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ଆଗ ରେ ଦବଦୋରକ୍ସ୍ଟ କାଠ ରେ ତିଆରି ନାନା ପ୍ରକାର ବାଦ୍ଯୟନ୍ତ୍ର ବୀଣା ଓ ନବେଲ ଓ ଦାରା, ମନ୍ଦିରା ଓ କରତାଳି ବଜାଇ ନିଚକ୍ସ୍ଟ ଥିଲେ।

Cross references

ପ୍ରଥମ ଶାମୁୟେଲ 10:5

ତା'ପରେ ତୁମ୍ଭମାନେେ ଗିବିଯୋଥ ଓ ଲୋହିମକକ୍ସ୍ଟ ୟିବ। ସଠାେରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତବେେଳେ ତୁମ୍ଭେ ସହରର ପ୍ରବେଶ ଦ୍ବାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରକ୍ସ୍ଟ ଦଳେ ଯାଜକ ଭବିଷ୍ଯତ ବାକ୍ଯ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସକ୍ସ୍ଟଥିବାର ଦେଖିବ।

ପ୍ରଥମ ଶାମୁୟେଲ 16:16

ଜଣେ ନିପକ୍ସ୍ଟଣ ବୀଣାବାଦକ ଅନ୍ବଷେଣ ପାଇଁ ତୁମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଥିବା ଦାସମାନଙ୍କୁ ଆଜ୍ଞା କରନ୍ତକ୍ସ୍ଟ। ଯେତବେେଳେ ପରମେଶ୍ବରଙ୍କଠାରକ୍ସ୍ଟ ସହେି ମନ୍ଦ ଆତ୍ମା ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆ ସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହକ୍ସ୍ଟତ ଭଲ ସମବଦନୋ ପ୍ରକାଶ କରିବ।

ପ୍ରଥମ ଶାମୁୟେଲ 18:6

ଏପରି ହେଲା ଯେ, ଯେତବେେଳେ ଦାଉଦ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ ଓ ଫରେିଲେ। ଇଶ୍ରାୟେଲର ସମସ୍ତ ନଗରର ସ୍ତ୍ରୀ ଲୋକମାନେ ରାଜା ଶାଉଲଙ୍କକ୍ସ୍ଟ ସାକ୍ଷାତ କରିବାକୁ ବାହାରି ଆସିଲେ ଏବଂ ତକ୍ସ୍ଟମ୍ଭକ୍ସ୍ଟ୍ବରା ବଜାଇ ଆନନ୍ଦ ରେ ନାଚିଲେ ଓ ଗାଇଲେ।

ଦିତୀୟ ରାଜାବଳୀ 3:15

ତଥାପି ଜଣେ ବୀଣାବାଦକକୁ ଆଣ।

ପ୍ରଥମ ବଂଶାବଳୀ 13:8

ଦାଉଦ ଓ ଇଶ୍ରାୟେଲ ସମସ୍ତ ଲୋକ ପରମେଶ୍ବରଙ୍କ ସମ୍ମୁଖ ରେ ଆନନ୍ଦ ଉତ୍ସବ କରୁଥିଲେ। ସମାନେେ ପରମେଶ୍ବରଙ୍କ ପ୍ରଶଂସା କରୁଥିଲେ ଓ ସଂଗୀତମାନ ଗାନ କରୁଥିଲେ। ସମାନେେ ବୀଣା, ସାରଙ୍ଗ, ଢ଼ୋଲ, ଗିନି ଓ ତୂରୀ ବାଦ୍ଯସବୁ ବଜାଇଲେ।

ପ୍ରଥମ ବଂଶାବଳୀ 15:10

ଉର୍ଷାଯଲଙ୍କେ ପରିବାରବର୍ଗରୁ

ଦିତୀୟ ବଂଶାବଳୀ 20:28

ସମାନେେ ବୀଣା ବଜାଇ, ସୀତାର ବଜାଇ ଓ ତୂରୀ ବଜାଇ ସଦାପ୍ରଭୁଙ୍କର ମନ୍ଦିର ୟିରୁଶାଲମକୁ ଗଲେ।

ଗୀତସଂହିତା 47:5

ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଓ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।

ଗୀତସଂହିତା 68:25

ଆଗେ ଆଗେ ଗାଯକମାନଙ୍କର ମଣ୍ଡଳୀ ଯାଉଛନ୍ତି। ପଛେ ପଛେ ବାଦ୍ଯକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ଯାଗଣ ତୁମ୍ବୁରା ବଜାଉଛନ୍ତି।

ଗୀତସଂହିତା 150:3

ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !

ଦାନିଏଲ 3:5

ଯେତବେେଳେ ତୁମ୍ଭମାନେେ ସମସ୍ତେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣିବ, ସେତବେେଳେ ତୁମ୍ଭମାନେେ ରାଜା ନବୂଖଦ୍ନିତ୍ସରଙ୍କ ଦ୍ବାରା ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ନିଶ୍ଚଯ ପୂଜା କରିବ।

ଦାନିଏଲ 3:7

ଏଣୁ ଯେତବେେଳେ ସମସ୍ତ ଲୋକ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ବବଲେ ଓ ସବୁପ୍ରକାର ବାଦ୍ଯ ଶୁଣିଲେ ସେତବେେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖ ରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।

ଦାନିଏଲ 3:10

ହେ ମହାରାଜ, ଆପଣ ଆଜ୍ଞା କରିଛନ୍ତି ଯେ କହେି ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣିବ, ସେ ମୁଣ୍ତ ନୁଆଁଇ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ।

ଦାନିଏଲ 3:15

ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।

ଆମୋଷ 5:23

ତୁମ୍ଭମାନଙ୍କର ସହେି ଉଚ୍ଚସ୍ବର ସଙ୍ଗୀତ ବନ୍ଦ କର। କାରଣ ଆମ୍ଭେ ସଗେୁଡିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡିକ ଦୁର କର।

Interlinear

Choose Theme