ଗୀତସଂହିତା 108:2 · ଓଡ଼ିଆ ବାଇବେଲ
ଜାଗ୍ରତ ହୁଅ ! ହେ ମାରେ ପ୍ରାଣ, ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
Cross references
ବିଚାରକର୍ତାମାନଙ୍କ ବିବରଣ 5:12
ଜାଗ, ଜାଗ, ଦବୋ ରେ! ଜାଗ, ଜାଗ, ଗାନକର! ଜାଗ ବରାକ୍! ୟାଅ ଏବଂ ତୁମ୍ଭର ଶତୃମାନଙ୍କୁ ବନ୍ଦୀକର ଅବୀନୋଯମର ପକ୍ସ୍ଟତ୍ର!
ଗୀତସଂହିତା 33:2
ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।
ଗୀତସଂହିତା 57:8
ଜାଗ୍ରତ ହୁଅ, ହେ ମାରେ ପ୍ରାଣ !ଜାଗ୍ରତ ହୁଅ ! ନବେଲ ଓ ବୀଣା, ଜାଗ୍ରତ ହୁଅ ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହବେି।
ଗୀତସଂହିତା 69:30
ମୁଁ ଗୀତରେ ପରମେଶ୍ବରଙ୍କ ନାମର ପ୍ରଶଂସା ଗାନ କରିବି ଓ ଧନ୍ଯବାଦ ସହ ତାଙ୍କର ଗୌରବ ଗାନ କରିବି।
ଗୀତସଂହିତା 81:2
ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।
ଗୀତସଂହିତା 92:1
ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ଗୀତସଂହିତା 103:22
ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ଯର ସର୍ବତ୍ର, ସମସ୍ତେ ତାଙ୍କର ପ୍ରଶଂସା କର। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।