ତୁମ୍ଭେ ତୁମ୍ଭର ଭାଇର ଦୁଃଖ ରେ ହସିଥିଲ। ତୁମ୍ଭେ ତାହା କରିବା ଉଚିତ ନଥିଲା। ଯେତବେେଳେ ଯିହୁଦା ଧ୍ବଂସ ହେଲା, ତୁମ୍ଭେ ଖୁସି ହେଲ। ତାହା ମଧ୍ଯ ତୁମ୍ଭର କରିବା ଉଚିତ୍ ନଥିଲା। ତୁମ୍ଭେ ସମାନଙ୍କେ ଦୁଃଖ ରେ ଯେଉଁ ବଡିମା ଦଖାଇେଲ ତାହା ତୁମ୍ଭର କରିବା ଉଚିତ୍ ନଥିଲା।
Cross references
ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।
ମାରେ ଶତ୍ରୁମାନେ ଯେତବେେଳେ ଧ୍ବଂସ ହାଇେ ୟାଆନ୍ତି, ସେତବେେଳେ ମୁଁ ଖୁସି ହୁଏ ନାହିଁ। ସମାନଙ୍କେ ବିପଦ ସମୟରେ ମୁଁ କବେେ ହ ସେ ନାହିଁ।
ମାରେ ପଞ୍ଜରା ସବୁ ଗଣି ହାଇେ ଯାଉଛି ଓ ସହେି ଲୋକମାନେ ମାେ ଆଡ଼କୁ କ୍ରୁର ଦୃଷ୍ଟିରେ ଚାହୁଁଛନ୍ତି।
ସହେି ଦୁଷ୍ଟ ଲୋକମାନେ ମିଥ୍ଯାବାଦୀ। ସମାନେେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ଯାକଥା କୁହନ୍ତି। ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାରୀ। ସମାନଙ୍କେର ସହେି ମିଥ୍ଯା କହୁଥିବା ଓଷ୍ଠ ନୀରବ ହାଇଯେିବ।
କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।
ପରମେଶ୍ବର ମାେତେ ଭଲପା'ନ୍ତି। ଏବଂ ସେ ଆସିବେ ଓ ମାେତେ ସହାୟ ହବେେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମାେତେ ସହାୟ ହବେେ।
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେ କହେି ଅନ୍ୟ ଲୋକର ବିପଦ ରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।
ଯେତବେେଳେ ତୁମ୍ଭର ଶତ୍ରୁ ସମସ୍ଯା ରେ ଅଛି, ତୁମ୍ଭେ ହସ ନାହିଁ, ଯେତବେେଳେ ସେ ପଡ଼ିୟାଏ, ସହେି ସମୟରେ ମଧ୍ଯ ତୁମ୍ଭେ ଖୁସି ହୁଅ ନାହିଁ।
ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।
ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।