Home Bibles ☰ Books ଗୀତସଂହିତା 54:7 · ଓଡ଼ିଆ ବାଇବେଲ
ଗୀତସଂହିତା 54:7 · ଓଡ଼ିଆ ବାଇବେଲ

ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।

Cross references

ଆଦି ପୁସ୍ତକ 48:16

ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।

ପ୍ରଥମ ଶାମୁୟେଲ 26:24

ଆଜି ମୁ ଦଖାଇେ ଦଲେି ଯେ ମାରେ ଦୃଷ୍ଟି ରେ ତୁମ୍ଭର ପ୍ରାଣ ମହାନ, ସହେିପରି ସଦାପ୍ରଭୁଙ୍କ ଦୃଷ୍ଟି ରେ ମାରେ ପ୍ରାଣ ମହତ୍ବପୂର୍ଣ ବୋଲି ସେ ଦଖାଇେ ଦବେେ। ସଦାପ୍ରଭୁ ମାେତେ ସମସ୍ତ ଦକ୍ସ୍ଟଃଖରକ୍ସ୍ଟ ଉଦ୍ଧାର କରନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 4:9

ତଥାପି ଦାଉଦ ରିମ୍ମୋଣର ପକ୍ସ୍ଟତ୍ରଗଣ ରେଖବ୍ ଓ ବାନାକକ୍ସ୍ଟ କହିଲେ, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ମାେତେ ସମସ୍ତ ବିପଦରକ୍ସ୍ଟ ରକ୍ଷା କରିଛନ୍ତି।

ଗୀତସଂହିତା 34:6

ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କଲେ।

ଗୀତସଂହିତା 34:19

ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।

ଗୀତସଂହିତା 37:34

ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ଗୀତସଂହିତା 59:10

ପରମେଶ୍ବର ମାେତେ ଭଲପା'ନ୍ତି। ଏବଂ ସେ ଆସିବେ ଓ ମାେତେ ସହାୟ ହବେେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମାେତେ ସହାୟ ହବେେ।

ଗୀତସଂହିତା 91:8

ତୁମ୍ଭେ ଦେଖିବ ୟେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହାଇେଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖିପାରିବ।

ଗୀତସଂହିତା 92:11

ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।

ଗୀତସଂହିତା 112:8

ସହେି ଲୋକ ସୁସ୍ଥିର ଥାଏ। ସେ କବେେ ଭୟ କରେ ନାହିଁ। ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହବୋର ଦେଖିବ।

ଗୀତସଂହିତା 118:7

ସଦାପ୍ରଭୁ ମାରେ ସାହାୟ୍ଯକାରୀ। ମୁଁ ମାରେ ଶତ୍ରୁମାନଙ୍କର ପରାସ୍ତ ଦେଖିବି।

ଗୀତସଂହିତା 143:12

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।

Interlinear

Choose Theme