Home Bibles ଯିହୂଦାଙ୍କ ପତ୍ର 1:16 · ଓଡ଼ିଆ ବାଇବେଲ
ଯିହୂଦାଙ୍କ ପତ୍ର 1:16 · ଓଡ଼ିଆ ବାଇବେଲ

ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।

Cross references

ଲେବୀୟ ପୁସ୍ତକ 19:15

ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

ଗଣନା ପୁସ୍ତକ 14:36

ଯେଉଁ ଲୋକମାନଙ୍କୁ ମାଶାେ ସେ ଦେଶ ଅନୁସନ୍ଧାନ କରିବାକୁ ପ୍ ରରଣେ କରିଥିଲେ, ସମାନେେ ଫରେିଆସି ସହେି ଦେଶର ଅଖ୍ଯାତି ପ୍ରଚାର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧ ରେ ଅଭିଯୋଗ ଆଣିଲେ।

ଗଣନା ପୁସ୍ତକ 16:11

ତୁମ୍ଭେ ଓ ତୁମ୍ଭର ଅନୁଗାମୀଗଣ ଦଳ ବାନ୍ଧି ସଦାପ୍ରଭୁଙ୍କ ବିରୁଦ୍ଧ ରେ ୟାଇଅଛ। ହାରୋଣ କିଛି ଅବିଧି କରିନାହାଁନ୍ତି। ମାତ୍ର ତୁମ୍ଭମାନେେ ତାଙ୍କର ବିପକ୍ଷ ରେ ଅଭିଯୋଗ କରିଅଛ।

ଦିତୀୟ ବିବରଣ 1:27

ତୁମ୍ଭମାନେେ ଆପଣାର ତୁମ୍ଭମାନଙ୍କର ତକ୍ସ୍ଟମ୍ବୁକକ୍ସ୍ଟ ୟାଇ ଅଭିଯୋଗ କରି କହିଲ, 'ସଦାପ୍ରଭୁ ଆମ୍ଭକକ୍ସ୍ଟ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇ ମାରେୀଯମାନଙ୍କ ହସ୍ତ ରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକକ୍ସ୍ଟ ଆଣିଛନ୍ତି।

ଆୟୁବ ପୁସ୍ତକ 17:4

ତୁମ୍ଭେ ମାରେ ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ। ସେଥିପାଇଁ ସମାନେେ ଠିକ୍ ବୋଲି ତୁମ୍ଭେ ସମାନଙ୍କେୁ ଚିନ୍ତା କରିବାକୁ ଦବେ ନାହିଁ।

ଆୟୁବ ପୁସ୍ତକ 32:21

ଅନ୍ୟ ବ୍ଯକ୍ତିମାନଙ୍କୁ ମୁଁ ଯଭେଳି ବ୍ଯବହାର କରେ, ଆୟୁବ ସହିତ ମୁଁ ସଭେଳି ବ୍ଯବହାର କରିବି। ତା'ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ। ଯାହା ଉଚିତ ତାହା ମୁଁ କହିବି।

ଆୟୁବ ପୁସ୍ତକ 34:19

ପରମେଶ୍ବର ଅନ୍ୟମାନଙ୍କଠାରୁ ନେତାମାନଙ୍କୁ ଭଲ ପାଆନ୍ତି ନାହିଁ। ଏବଂ ପରମେଶ୍ବର ଧନୀ ଲୋକମାନଙ୍କୁ ଗରିବ ଲୋକମାନଙ୍କ ଠାରୁ ଅଧିକ ଭଲ ପାଆନ୍ତି ନାହିଁ। କାହିଁକି ? କାରଣ ପରମେଶ୍ବର ସମସ୍ତଙ୍କୁ ସୃଷ୍ଟି କରିଛନ୍ତି।

ଗୀତସଂହିତା 15:4

ଯେଉଁ ବ୍ଯକ୍ତି ପରମେଶ୍ବରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସହେି ବ୍ଯକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସବୋ କରୁଥିବା ଲୋକମାନଙ୍କୁ ସମ୍ମାନ ଦଖାେଏ। ୟଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦଇେଥାଏ ତବେେ ସହେି ପ୍ରତିଶ୍ରୁତିକୁ ପାଳନ କରେ।

ଗୀତସଂହିତା 17:10

ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।

ଗୀତସଂହିତା 73:9

ସହେି ଗର୍ବୀ ଲୋକମାନେ ନିଜକୁ ଦବେତା ବୋଲି ଭାବନ୍ତି। ସମାନେେ ଭାବନ୍ତି ସମାନେେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।

ଗୀତସଂହିତା 106:25

ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ବରଙ୍କୁ ମାନିବାକୁ ମନା କଲେ ଏବଂ ସମାନଙ୍କେ ଗୃହରେ ସମାନେେ ଅଭିଯୋଗ କଲେ।

ହିତୋପଦେଶ 28:21

ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।

ଯିଶାଇୟ 29:24

ବହୁ ମନ୍ଦ କର୍ମ ରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହବେେ ଓ ଅଭିଯୋଗକାରୀ ତତ୍ତ୍ବକଥା ଶିଖିବେ।'

ଲୂକଲିଖିତ ସୁସମାଚାର 5:30

ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ଯମାନଙ୍କ ଆଗ ରେ ଅଭିଯୋଗ କଲେ, ତୁମ୍ଭମାନେେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?

ଲୂକଲିଖିତ ସୁସମାଚାର 15:2

ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, ଏହି ବ୍ଯକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ବାଗତ କରୁଛନ୍ତି ଓ ଏପରିକି ସମାନଙ୍କେ ସହିତ ଖାଉଛନ୍ତି।

ଲୂକଲିଖିତ ସୁସମାଚାର 19:7

ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।

ଯୋହନଲିଖିତ ସୁସମାଚାର 6:41

ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଖାଦ୍ୟ, ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗ ପ୍ରଚାର କଲେ।

ଯୋହନଲିଖିତ ସୁସମାଚାର 6:61

ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ଯମାନେ ଏ ବିଷୟ ରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, ଏ ଉପଦେଶ କ'ଣ ତୁମ୍ଭକୁ ଅସୁବିଧା ରେ ପକାଉଛି?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:10

ସମାନଙ୍କେ ଭିତରୁ କେତକଙ୍କେ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ବର୍ଗଦୂତ)ଙ୍କ ହାତ ରେ ମଲେ।

ଗାଲାତୀୟଙ୍କ ପ୍ରତି ପତ୍ର 5:16

ସେଥିପାଇଁ ମୁଁ କହୁଛି : ଆତ୍ମାଙ୍କର ଅନୁସରଣ କରି ଜୀବନ ଯାପନ କର। ତା ହେଲେ ତୁମ୍ଭମାନେେ ପାପମୟ ସ୍ବଭାବର ଇଚ୍ଛାକୁ ସନ୍ତୁଷ୍ଟ କରିବା ନିମନ୍ତେ କୌଣସି ମନ୍ଦ କାର୍ୟ୍ଯ କରିବ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 5:24

ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସମାନେେ ନିଜର ମନର ଆବଗେ ଓ ପାପମୟ ସ୍ବଭାବକୁ କ୍ରୁଶ ରେ ବିଦ୍ଧ କରିଛନ୍ତି। ସମାନେେ ନିଜର ସ୍ବାର୍ଥପର ମନୋଭାବ ଓ ମନ୍ଦକାର୍ୟ୍ଯ ସବୁକୁ ତ୍ଯାଗ କରିଛନ୍ତି।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 2:14

ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:5

ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ନିଜ ଶରୀରର ଏପରି ବ୍ଯବହାର କରନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:5

ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ଯମ ରେ ସୀମାହୀନ ୟୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କରେ। ସହେି ଲୋକମାନେ ସତ୍ଯକୁ ହରାଇ ବସିଛନ୍ତି। ସମାନେେ ଭାବନ୍ତି ଯେ ପରମେଶ୍ବରଙ୍କ ସବୋ କରିବା ହେଉଛି ଧନୀ ହବୋର ଏକ ଉପାୟ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:3

ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।

ଯାକୁବଙ୍କ ପତ୍ 1:14

ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

ଯାକୁବଙ୍କ ପତ୍ 2:1

ମାେ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମ୍ଭମାନେେ ବିଶ୍ବାସ କର। ଅତଏବ କେତକେ ଲୋକଙ୍କୁ ଅନ୍ୟମାନଙ୍କ ତୁଳନା ରେ ଅଧିକ ମହତ୍ବପୂର୍ଣ୍ଣ ବୋଲି ଭାବ ନାହିଁ।

ପିତରଙ୍କ ପ୍ରଥମ ପତ୍ 1:14

ଅତୀତ ରେ ତୁମ୍ଭେ ଏହି କଥା ବୁଝି ନ ପାରି, ନିଜ ଇଚ୍ଛା ରେ ସହେି ସବୁ ମନ୍ଦ କାମ କରିଥିଲ କିନ୍ତୁ ଏବେ ତୁମ୍ଭେ ପରମେଶ୍ବରଙ୍କ ଆଜ୍ଞାକାରୀ ସନ୍ତାନ ଅଟ। ଅତଏବ ଅତୀତର ମନ୍ଦ ଜୀବନଯାପନ କର ନାହିଁ।

ପିତରଙ୍କ ପ୍ରଥମ ପତ୍ 2:11

ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

ପିତରଙ୍କ ପ୍ରଥମ ପତ୍ 4:2

ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।

ପିତରଙ୍କ ଦିତୀୟ ପତ୍ର 2:1

ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।

ପିତରଙ୍କ ଦିତୀୟ ପତ୍ର 2:10

ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।

ପିତରଙ୍କ ଦିତୀୟ ପତ୍ର 2:18

ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।

ପିତରଙ୍କ ଦିତୀୟ ପତ୍ର 3:3

ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।

ଯିହୂଦାଙ୍କ ପତ୍ର 1:15

ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।

ଯିହୂଦାଙ୍କ ପତ୍ର 1:18

ପ୍ ରରେିତମାନେ ତୁମ୍ଭକୁ କହିଥିଲେ, ଶଷେ କାଳ ରେ ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ। ଏହି ଲୋକମାନେ କବଳେ ନିଜ ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ବିରୁଦ୍ଧ ରେ କାର୍ୟ୍ଯ କରନ୍ତି।

Interlinear

Choose Theme