ମାରେ ପଞ୍ଜରା ସବୁ ଗଣି ହାଇେ ଯାଉଛି ଓ ସହେି ଲୋକମାନେ ମାେ ଆଡ଼କୁ କ୍ରୁର ଦୃଷ୍ଟିରେ ଚାହୁଁଛନ୍ତି।
Cross references
ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।
ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ଅନକେ ଆମ୍ଭର ସବେକକୁ ଦେଖି ବିବ୍ରତ ହବେେ। କାରଣ ତାଙ୍କର ଆକୃତି ମନୁଷ୍ଯ ଆକୃତିଠାରୁ ଏପରି ବିକୃତ ହବେ ଯେ ତାଙ୍କୁ ଅନକେ ମନୁଷ୍ଯ ବୋଲି ଚିହ୍ନିବେ ନାହିଁ।
ତା'ପରେ ସୈନ୍ଯମାନେ ସଠାେରେ ଯୀଶୁଙ୍କୁ ଜଗିବା ପାଇଁ ବସିଲେ।
ସହେି ପାଖ ଦଇେ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସମାନେେ ସମେମାନଙ୍କ ମୁଣ୍ଡ ହଲଇେ କହୁଥିଲେ,
ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।
ବହୁ ସଂଖ୍ଯା ରେ ଲୋକେ ଯୀଶୁଙ୍କ ପେଛ ପେଛ ଗଲେ। କେତକେ ସ୍ତ୍ରୀଲୋକ ଦୁଃଖ କରିଥିଲେ ଓ କାନ୍ଦୁଥିଲେ। ସମାନେେ ଯୀଶୁଙ୍କ ପାଇଁ ଦୁଃଖ ଅନୁଭବ କରୁଥିଲେ।
ଲୋକମାନେ ସଠାେରେ ଠିଆ ହାଇେ ଯୀଶୁଙ୍କୁ ଲକ୍ଷ୍ଯ କରୁଥିଲେ। ଯିହୂଦୀ ନେତାମାନେ ଯୀଶୁଙ୍କୁ ଉପହାସ କରୁଥିଲେ। ସମାନେେ କହୁଥିଲେ, ଯଦି ସେ ପରମେଶ୍ବରଙ୍କ ଦ୍ବାରା ମନୋନୀତ ଖ୍ରୀଷ୍ଟ, ତବେେ ନିଜକୁ ରକ୍ଷା କରନ୍ତୁ। ସେ ଅନ୍ୟ ଲୋକଙ୍କୁ ରକ୍ଷା କରିଥିଲେ। ନୁହେଁ କି?