ତୁମ୍ଭେ ଇଶ୍ରାୟେଲର ଶତୃମାନଙ୍କ ସହିତ ମିଶିଲ। ଅଜଣା ଲୋକ ଇଶ୍ରାୟେଲ ଧନ ସମ୍ପତ୍ତି ଅଧିକାର କଲେ। ବିଦେଶୀ ମାନେ ୟିରୁଶାଲମ ନଗରଦ୍ବାର ଦଇେ ପ୍ରବେଶ କଲେ। ସହେି ବିଦେଶୀମାନେ ୟିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସମାନଙ୍କେ ମଧ୍ଯରୁ ଜଣେ ହେଲ।
Cross references
ସହେି ସମୟରେ ନବୂଖଦ୍ନିତ୍ସରଙ୍କ ଅଧିକାରୀମାନେ ୟିରୁଶାଲମ୍କୁ ଆସି ତାଙ୍କୁ ଅବରୋଧ କଲେ।
ତା'ପରେ ନବୂସରଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନଇେ ଗଲେ।
ତୁମ୍ଭେ ଗୋଟିଏ ଚୋରକୁ ଦେଖ ଓ ତା'ସହ ଦୌଡ଼ିୟାଇ ମିଶିୟାଅ। ଯେତବେେଳେ ବ୍ଯଭିଚାରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
ମୁଁ ପ୍ରତିଜ୍ଞା କରୁଅଛି ୟେ, ୟିରୁଶାଲମ ସର୍ବଦା ମାରେ ଆନନ୍ଦ ଧାମ ହାଇେ ରହିବ। ହେ ସଦାପ୍ରଭୁ, ଇଦୋମୀଯମାନଙ୍କୁ ସ୍ମରଣ କର ଏବଂ ୟିରୁଶାଲମ ଅବରୋଧ ହବୋ ସମୟ ସମାନେେ ୟାହା କଲେ ସେଥିପାଇଁ ସମାନଙ୍କେୁ ଦଣ୍ଡିତ କର। ସ୍ମରଣ କର ସମାନେେ କିପରି ଚିତ୍କାର କଲେ, ଏହି କୋଠାଘରକୁ ଧ୍ବଂସ କର !ସମାନଙ୍କେୁ ଟାଣିଆଣି ଧୂଳିରେ ମିଶାଇ ଦିଅ।
ନବୂଖଦନିତ୍ସର ଯେଉଁ ୟିହୁଦୀ ଲୋକମାନଙ୍କୁ ବନ୍ଦୀକରି ନଇଗେଲେ,
ସମାନେେ ଆମ୍ଭ ଲୋକମାନଙ୍କର ଭାଗ୍ଯ ନିର୍ଦ୍ଧାରଣ କରିବାକୁ ଗୁଳାବାଣ୍ଟ କରିଛନ୍ତି। ଗୋଟିଏ ବେଶ୍ଯା ପାଇଁ ସମାନେେ ଗୋଟିଏ ବାଳକ ବିକ୍ରୀ କରିଛନ୍ତି ଓ ସମାନେେ ଦ୍ରାକ୍ଷାରସ ପାନ କରିବା ପାଇଁ ଗୋଟିଏ ବାଳିକା ବିକ୍ରୀ କରିଛନ୍ତି।
କିନ୍ତୁ ନୋ-ଆମାନେ ପରାଜିତ ହେଲା। ତା'ର ଲୋକମାନେ ବନ୍ଦୀଭାବରେ ଗୋଟିଏ ବିଦେଶକୁ ନିଆଗେଲ। ସୈନ୍ଯମାନେ ରାସ୍ତାର ପ୍ରେତ୍ୟକକ କୋଣ ରେ ତା'ର େଛାଟ ପିଲାମାନଙ୍କୁ ପିଟି ପିଟି ମାରି ଦେଲେ। ଏବଂ ସମାନେେ ତାଙ୍କର ମାନ୍ଯ ପୁରୁଷମାନଙ୍କ ନିମନ୍ତେ ଗୁଳାବାଣ୍ଟ କଲେ, ତାଙ୍କର ବଡ ଲୋକ ସମସ୍ତେ ଶୃଙ୍ଖଳ ରେ ବନ୍ଧା ହେଲେ।
ମାୟୋବ ଓ ଅମ୍ମାନରେ ଲୋକମାନଙ୍କ ପାଇଁ ଏହିସବୁ ଘଟିବ କାରଣ ସମାନେେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ଲୋକମାନଙ୍କ ପ୍ରତି ଗର୍ବୀ ଓ ନିଷ୍ଠୁର ହାଇେଥିଲେ ଏବଂ ସମାନଙ୍କେୁ ଅପମାନିତ କରିଥିଲେ।