ପରମେଶ୍ବର ମାେତେ ଭଲପା'ନ୍ତି। ଏବଂ ସେ ଆସିବେ ଓ ମାେତେ ସହାୟ ହବେେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମାେତେ ସହାୟ ହବେେ।
Cross references
ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କକ୍ସ୍ଟ ଦଣ୍ତ ଦବେେ। ଶାଉଲ ସାଧାରଣ ମୃତକ୍ସ୍ଟ୍ଯବରଣ କରି ପାରନ୍ତି କିମ୍ବା ସେ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇ ମରିବେ।
ତା'ପରେ ଦାଉଦ ଦକ୍ସ୍ଟଃଖ ରେ ନିଜର ବସ୍ତ୍ରକକ୍ସ୍ଟ ଚିରି ପକାଇଲେ, ଏବଂ ଦାଉଦଙ୍କ ନିକଟରେ ଥିବା ସମସ୍ତ ଲୋକ ମଧ୍ଯ ଦାଉଦଙ୍କ ପରି କଲେ।
ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନ ପାଇଁ ଦାଉଦ ଏକ ଦକ୍ସ୍ଟଃଖଦ ଗୀତ ଗାଇଲେ।
ହେ ସଦାପ୍ରଭୁ ମାେତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର। ଲୋକମାନେ ମାରେ ଦୁର୍ବଳତାକୁ ଚାହିଁ ବସିଛନ୍ତି। ତଣେୁ ମାେତେ ଉଚିତ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ। ମାରେ ପଥକୁ ସରଳ କର।
ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।
ସଦାପ୍ରଭୁ ସୃଷ୍ଟି କରିଥିବା ସହେି ଆଶ୍ଚର୍ୟ୍ଯଜନକ ବସ୍ତୁକୁ ଦେଖ। ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ବଂସ କରିପାରନ୍ତି।
ପରମେଶ୍ବର ମାରେ ଶତ୍ରୁମାନଙ୍କୁ ସମାନଙ୍କେର କୁକର୍ମ ପାଇଁ ପ୍ରତି ରୋଧ କର। ପରମେଶ୍ବର, ଦଖାଇେ ଦିଅ ୟେ, ତୁମ୍ଭେ ମାେ ପାଇଁ ସତ୍ଯ ଅଟ ଏବଂ ସମାନଙ୍କେୁ ଧ୍ବଂସ କର।
ତୁମ୍ଭେ ମାେତେ ମାରେ ସବୁ ବିପଦରୁ ରକ୍ଷା କଲ। ମାେ ଶତ୍ରୁଗଣ ପରାଜିତ ହବୋର ମୁଁ ଦେଖିଛି।
ମାରେ ଶତ୍ରୁମାନେ ନିରନ୍ତର ଭାବରେ ମାେତେ ଆକ୍ରମଣ କରିବାକୁ ଉଦ୍ଯମ ସହେି ୟୋଦ୍ଧାମାନଙ୍କର ସଂଖ୍ଯା ବହୁତ। ହେ ସର୍ବୋପରିସ୍ଥ ପରମେଶ୍ବର
ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।
ମୁଁ ତୁମ୍ଭର ସ୍ତୁତିଗାନ କରିବି। କାରଣ ତୁମ୍ଭେ ହେଉଛ ମାରେ ଉଚ୍ଚ ପର୍ବତର ନିରାପଦ ସ୍ଥାନ, ଯେଉଁଠାକୁ ଅସୁବିଧା ସମଯରେ ଚାଲିୟାଏଁ।
ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦଖାେଅ !ଆମ୍ଭମାନେେ ଆଜି କ୍ଷୀଣ ହାଇେଅଛୁ।
ତୁମ୍ଭେ ଦେଖିବ ୟେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହାଇେଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖିପାରିବ।
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
ସହେି ଲୋକ ସୁସ୍ଥିର ଥାଏ। ସେ କବେେ ଭୟ କରେ ନାହିଁ। ସେ ତା'ର ଶତ୍ରୁମାନଙ୍କୁ ପରାସ୍ତ ହବୋର ଦେଖିବ।