Home Bibles ଗଣନା ପୁସ୍ତକ 18:10 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 18:10 · ଓଡ଼ିଆ ବାଇବେଲ

ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।

Cross references

ଯାତ୍ରା ପୁସ୍ତକ 29:31

ଏହାପରେ ସହେି ପଦ ନି ଯୋଗର୍ଥକ ଅଣ୍ଡିରା ମଷେର ମାଂସ ନଇେ ଗୋଟିଏ ପବିତ୍ର ସ୍ଥାନ ରେ ରୋଷଇେ କର।

ଲେବୀୟ ପୁସ୍ତକ 6:16

ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।

ଲେବୀୟ ପୁସ୍ତକ 6:18

ହାରୋଣଙ୍କ ସନ୍ତାନଗଣଙ୍କ ମଧ୍ଯରୁ ପ୍ରେତ୍ୟକକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନବୈେଦ୍ଯ ସମାନେେ ଗ୍ରହଣ କରିବେ ଏକ ବିଧି ହବେ। ଯାହା କିଛି ଜିନିଷଗୁଡିକ ଏହାକୁ ସ୍ପର୍ଶ କରିବ ପବିତ୍ର ହବେ।

ଲେବୀୟ ପୁସ୍ତକ 6:26

ଯେଉଁ ଯାଜକ ପାପମାଚେନ ପଶୁବଳି ଉତ୍ସର୍ଗ କରିବ, ସେ ତାହା ଭୋଜନ କରିବ, କିନ୍ତୁ ସେ ସମାଗମ ତମ୍ବୁ ପ୍ରାଙ୍ଗଣର ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାହା ଭକ୍ଷଣ କରିବ।

ଲେବୀୟ ପୁସ୍ତକ 6:29

ଯାଜକ ପରିବାରରୁ ଯେ କୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।

ଲେବୀୟ ପୁସ୍ତକ 7:6

ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।

ଲେବୀୟ ପୁସ୍ତକ 10:13

ମାରେ ନିର୍ଦ୍ଦେଶ ଅନୁସାରେ ତୁମ୍ଭମାନେେ ସହେି ଶସ୍ଯ ନବୈେଦ୍ଯ ଏକ ପବିତ୍ର ସ୍ଥାନ ରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦଲେି।

ଲେବୀୟ ପୁସ୍ତକ 10:17

ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।

ଲେବୀୟ ପୁସ୍ତକ 14:13

ତା'ପରେ ସେ ଯାଜକ ଯେଉଁ ସ୍ଥାନ ରେ ପାପାର୍ଥକ ଓ ହାମବେଳି ବଧ କରାୟାଏ ସହେି ପବିତ୍ର ସ୍ଥାନ ରେ ସହେି ମଷେବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ଯ ଯାଜକର ଅଟେ। ତାହା ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 21:22

ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।

Interlinear

Choose Theme