Home Bibles ଲେବୀୟ ପୁସ୍ତକ 6:29 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 6:29 · ଓଡ଼ିଆ ବାଇବେଲ

ଯାଜକ ପରିବାରରୁ ଯେ କୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।

Cross references

ଲେବୀୟ ପୁସ୍ତକ 6:17

ଶସ୍ଯ ନବୈେଦ୍ଯ ବିନା ତାଡି ରେ ପାକ କରାୟିବ। ମାେତେ ଦିଆୟାଇଥିବା ଉପହାରରୁ କିଛି ଅଂଶ ଯାଜକମାନଙ୍କୁ ଦଇେଅଛି। ତାହା ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ଯ ମହାପବିତ୍ର ରୂପେ ବ୍ଯବହାର କରାୟିବା ଉଚିତ୍।

ଲେବୀୟ ପୁସ୍ତକ 6:25

ହାରୋଣ ଓ ତାଙ୍କ ପୁତ୍ରଗଣଙ୍କୁ କୁହ, ପାପରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ପଶୁବଳି ଉତ୍ସର୍ଗ କରିବାର ବ୍ଯବସ୍ଥା। ଯେଉଁ ସ୍ଥାନ ରେ ହାମବେଳି ଉତ୍ସର୍ଗ କରାୟାଏ, ସହେି ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ପାପମାଚେନ ପାଇଁ ପଶୁ ଉତ୍ସର୍ଗ କରାୟିବ। ଏହା ମହାପବିତ୍ର ଅଟେ।

ଗଣନା ପୁସ୍ତକ 18:10

ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।

Interlinear

Choose Theme