ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।
Cross references
ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।
ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।
ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।
ଯାଜକ ପରିବାରରୁ ଯେ କୌଣସି ପୁରୁଷ ତାହା ଭୋଜନ କରିବେ। ତାହା ଅତି ପବିତ୍ର ଅଟେ।
ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।
ମହାପବିତ୍ର ବସ୍ତ୍ରର ଏହିସବୁ ଅଂଶଗୁଡିକ ତୁମ୍ଭର ହବେ। ଏହି ଅଂଶଗୁଡିକ ଦଗ୍ଧ ହବୋ ଉଚିତ୍ ନୁହଁ ଯଥା: ସମାନଙ୍କେର ଶସ୍ଯ ନବୈେଦ୍ଯ ପାପାର୍ଥକ ବଳି ଓ ଦୋଷାର୍ଥକ ବଳି। ଏଗୁଡିକ ମହାପବିତ୍ର ଓ ତାହା ତୁମ୍ଭ ପାଇଁ ଏବଂ ତୁମ୍ଭର ଭବିଷ୍ଯତ ବଂଶଧରଙ୍କ ପାଇଁ।
ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।