Home Bibles ଲେବୀୟ ପୁସ୍ତକ 14:13 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:13 · ଓଡ଼ିଆ ବାଇବେଲ

ତା'ପରେ ସେ ଯାଜକ ଯେଉଁ ସ୍ଥାନ ରେ ପାପାର୍ଥକ ଓ ହାମବେଳି ବଧ କରାୟାଏ ସହେି ପବିତ୍ର ସ୍ଥାନ ରେ ସହେି ମଷେବତ୍ସ ବଧ କରିବ। ପାପାର୍ଥକ ବଳିପରି ଦୋଷାର୍ଥକ ବଳି ମଧ୍ଯ ଯାଜକର ଅଟେ। ତାହା ମହାପବିତ୍ର ଅଟେ।

Cross references

ଯାତ୍ରା ପୁସ୍ତକ 29:11

ଏହାପରେ ସହେି ବାଛୁରୀକୁ ସହେିଠା ରେ ଅର୍ଥାତ୍ ସହେି ପ୍ରବେଶ ଦ୍ବାର ନିକଟରେ ହତ୍ଯା କର। ଏହା ସଦାପ୍ରଭୁଙ୍କ ସମ୍ମୁଖ ରେ ହବେ।

ଲେବୀୟ ପୁସ୍ତକ 1:5

ତା'ପରେ ସେ ଗୋଟିଏ ୟୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖ ରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ ତମ୍ବୁର ଦ୍ବାର ନିକଟସ୍ଥ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

ଲେବୀୟ ପୁସ୍ତକ 1:11

ପୁଣି ସେ ୟଜ୍ଞବଦେୀର ଉତ୍ତର ପାଶର୍‌ବ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ। ତା'ପରେ ଯାଜକ ହାରୋଣର ପୁତ୍ରମାନେ ୟଜ୍ଞବଦେୀର ଚତୁର୍ଦ୍ଦିଗ ରେ ତାହାର ରକ୍ତ ସିଞ୍ଚନ କରିବେ।

ଲେବୀୟ ପୁସ୍ତକ 2:3

ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 2:10

ସହେି ଶସ୍ଯ-ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହବେ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆୟାଏ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 4:4

ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ ତମ୍ବୁର ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ବଧ କରିବ।

ଲେବୀୟ ପୁସ୍ତକ 4:24

ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।

ଲେବୀୟ ପୁସ୍ତକ 6:24

ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,

ଲେବୀୟ ପୁସ୍ତକ 7:2

ଯେଉଁ ସ୍ଥାନ ରେ ଯାଜକ ହାମବେଳି ବଧ କରନ୍ତି, ସହେି ସ୍ଥାନ ରେ ସମାନେେ ଦୋଷାର୍ଥକ ବଳି ବଧ କରିବେ। ତା'ପରେ ଯାଜକ ସହେି ବଳିର ରକ୍ତ ନଇେ ୟଜ୍ଞବଦେୀ ଚାରିପାଖ ରେ ଛିଞ୍ଚିବ।

ଲେବୀୟ ପୁସ୍ତକ 7:6

ଯାଜକ ପରିବାର ମଧ୍ଯରୁ ଯେକୌଣସି ପୁରୁଷ ଏହି ଦୋଷାର୍ଥକ ବଳି ଭୋଜନ କରିପାରିବେ। ଏହା ମହାପବିତ୍ର, ତେଣୁ କୌଣସି ପବିତ୍ର ସ୍ଥାନ ରେ ତାହା ଭୋଜନ କରାୟିବ।

ଲେବୀୟ ପୁସ୍ତକ 10:17

ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।

ଲେବୀୟ ପୁସ୍ତକ 21:22

ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।

Interlinear

Choose Theme