Home Bibles ☰ Books ଯାତ୍ରା ପୁସ୍ତକ 29:31 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 29:31 · ଓଡ଼ିଆ ବାଇବେଲ

ଏହାପରେ ସହେି ପଦ ନି ଯୋଗର୍ଥକ ଅଣ୍ଡିରା ମଷେର ମାଂସ ନଇେ ଗୋଟିଏ ପବିତ୍ର ସ୍ଥାନ ରେ ରୋଷଇେ କର।

Cross references

ଲେବୀୟ ପୁସ୍ତକ 8:31

ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ ତମ୍ବୁ ସମ୍ମୁଖ ରେ ମାଂସ ରାନ୍ଧ। ତୁମ୍ଭମାନେେ ମଧ୍ଯ ତାହା ସଠାେରେ ଭୋଜନ କରିବ।' ନି ଯୋଗର୍ଥକ ଡାଲା ରେ ଥିବା ରୋଟୀ ନଇେ ଏକାଠି ଭୋଜନ କର।

ପ୍ରଥମ ଶାମୁୟେଲ 2:13

ସହେି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ଯବହାର କରିବା ଉଚିତ୍। ଯେତବେେଳେ କହେି ଜଣେ ବଳିଦାନ କଲେ ମାଂସ ସିଦ୍ଧ ହବୋ ସମୟରେ ଯାଜକର ଦାସ ହସ୍ତ ରେ ତ୍ରିଶକ୍ସ୍ଟଳ ଧରି ଆ ସେ।

ପ୍ରଥମ ଶାମୁୟେଲ 2:15

କିନ୍ତୁ ଯାଜକଗଣ ଯେପରି ବ୍ଯବହାର କରିବା ଉଚିତ୍, ଏଲିର ପକ୍ସ୍ଟତ୍ରଗଣ ସପରେି ବ୍ଯବହାର କଲେ ନାହିଁ। ଏପରିକି ସହେି ମାଂସର ମଦେ ୟଜ୍ଞବଦେୀ ରେ ଦଗ୍ଧ ହବୋ ପୂର୍ବରକ୍ସ୍ଟ, ସମାନଙ୍କେର ସବେକମାନେ ସହେି ବଳିଦାନ ଉତ୍ସର୍ଗ କରୁଥିବା ବ୍ଯକ୍ତି ପାଖକକ୍ସ୍ଟ ଗଲେ ଏବଂ କହିଲେ, ପୋଡି଼ବା ପାଇଁ ଯାଜକମାନଙ୍କୁ କିଛି ମାଂସ ଦିଅ। ଯାଜକମାନେ ତକ୍ସ୍ଟମ୍ଭଠାରକ୍ସ୍ଟ ରନ୍ଧା ମାଂସ ଗ୍ରହଣ କରିବେ ନାହିଁ। କବଳେ କଞ୍ଚାମାଂସ ଗ୍ରହଣ କରିବେ।

ଯିହିଜିକଲ 46:20

ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

Interlinear

Choose Theme