Home Bibles ☰ Books ଲେବୀୟ ପୁସ୍ତକ 10:13 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 10:13 · ଓଡ଼ିଆ ବାଇବେଲ

ମାରେ ନିର୍ଦ୍ଦେଶ ଅନୁସାରେ ତୁମ୍ଭମାନେେ ସହେି ଶସ୍ଯ ନବୈେଦ୍ଯ ଏକ ପବିତ୍ର ସ୍ଥାନ ରେ ଖାଇବା ଉଚିତ୍। କାରଣ, ଏହା ତୁମ୍ଭମାନଙ୍କର ଓ ତୁମ୍ଭ ପୁତ୍ରଗଣର ଅଂଶ ସଦାପ୍ରଭୁଙ୍କ ଉପହାରରୁ। ଏହା ମୁଁ ନିର୍ଦ୍ଦେଶ ଦଲେି।

Cross references

ଲେବୀୟ ପୁସ୍ତକ 2:3

ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

ଲେବୀୟ ପୁସ୍ତକ 6:16

ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।

ଗଣନା ପୁସ୍ତକ 5:10

ପ୍ରେତ୍ୟକକ ମନୁଷ୍ଯର ଅଧିକାର ରେ ଥିବା ସବୁ କିଛି ତା'ର ନିଜର ହାଇେ ରହିଥାଏ, ଯେ ପର୍ୟ୍ଯନ୍ତ ସେ ତାହା ଅର୍ପଣ କରିନାହିଁ। ଯାହା ଜଣେ ମନୁଷ୍ଯ ଯାଜକଙ୍କୁ ଦିଅନ୍ତି ତାହା ଯାଜକର ହବେ।

ଗଣନା ପୁସ୍ତକ 18:10

ତୁମ୍ଭେ ତାହାକୁ ମହାପବିତ୍ର ଭାବି ଭୋଜନ କରିବ। ପ୍ରେତ୍ୟକକ ପୁରୁଷ ପବିତ୍ରସ୍ଥାନ ରେ ତାହାକୁ ଭୋଜନ କରିବେ, ତାହା ତୁମ୍ଭ ପ୍ରତି ପବିତ୍ର ହବେ।

Interlinear

Choose Theme