Home Bibles ନିହିମିୟା 9:6 · ଓଡ଼ିଆ ବାଇବେଲ
ନିହିମିୟା 9:6 · ଓଡ଼ିଆ ବାଇବେଲ

ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।

Cross references

ଆଦି ପୁସ୍ତକ 1:1

ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

ଆଦି ପୁସ୍ତକ 1:9

ଏହାପରେ ପରମେଶ୍ବର କହିଲେ, ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନ ରେ ସଂଗୃହିତ ହେଉ। ୟଦ୍ବାରା ଭୂମି ଶୁଖିଲା ଦଖାୟିବେ। ଏବଂ ଏହିପରି ହେଲା।

ଆଦି ପୁସ୍ତକ 2:1

ଏହିପରି ଭାବରେ, ପରମେଶ୍ବର ଆକାଶମଣ୍ଡଳ ରେ ଓ ପୃଥିବୀ ମଧିଅରେ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।

ଆଦି ପୁସ୍ତକ 32:2

ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

ଦିତୀୟ ବିବରଣ 6:4

ହେ, ଇଶ୍ରାୟେଲ ଶକ୍ସ୍ଟଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଏକମାତ୍ର ସଦାପ୍ରଭୁ ଅଟନ୍ତି।

ଦିତୀୟ ବିବରଣ 10:14

ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ବର୍ଗ, ପକ୍ସ୍ଟଣି ପୃଥିବୀ ଓ ତହିଁ ମଧ୍ଯସ୍ଥିତ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର।

ଦିତୀୟ ବିବରଣ 32:39

'ଏବେ ଦେଖ ଆମ୍ଭେ କବଳେ ପରମେଶ୍ବର ଅଟକ୍ସ୍ଟ। ଆଉ କୌଣସି ଅନ୍ୟ ଦବେତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରକ୍ସ୍ଟ। କୌଣସି ବ୍ଯକ୍ତି ଆମ୍ଭ ଶକ୍ତିଠାରକ୍ସ୍ଟ ରକ୍ଷା କରିପାରିବ ନାହିଁ

ପ୍ରଥମ ରାଜାବଳୀ 8:27

କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?

ପ୍ରଥମ ରାଜାବଳୀ 22:19

ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।

ଦିତୀୟ ରାଜାବଳୀ 19:15

ହିଜକିଯ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ , ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କବଳେ ଏ ସମଗ୍ର ବିଶ୍ବର ପରମେଶ୍ବର ଅଟ। ଆଉ ମଧ୍ଯ ତୁମ୍ଭେ ସ୍ବର୍ଗ ଓ ପୃଥିବୀ ନିର୍ମାଣ କରି ଅଛ।

ଦିତୀୟ ରାଜାବଳୀ 19:19

ତେଣୁ ସେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ମୁଁ ବିନଯ କରୁଛି। ଅଶୂରର ରାଜା ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତେଣୁ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ବର ଅଟ, ଏହା ପୃଥିବୀସ୍ଥ ସମୁଦାଯ ରାଜ୍ଯ ଜାଣିବେ।

ଗୀତସଂହିତା 33:6

ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା। ପରମେଶ୍ବରଙ୍କ ନିଶ୍ବାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।

ଗୀତସଂହିତା 36:6

ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।

ଗୀତସଂହିତା 86:10

ତୁମ୍ଭେ ମହାନ୍ ଓ ଆଶ୍ଚର୍ୟ୍ଯ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ବର ଅଟ।

ଗୀତସଂହିତା 103:21

ହେ ସଦାପ୍ରଭୁଙ୍କର ସୈନ୍ଯସକଳ, ତୁମ୍ଭମାନେେ ତାଙ୍କର ଧନ୍ଯବାଦ କର। ତୁମ୍ଭମାନେେ ତାଙ୍କର ସବେକ ଅଟ। ସଦାପ୍ରଭୁ ୟାହା ଚାହାଁନ୍ତି ତୁମ୍ଭମାନେେ ତାହା କର।

ଗୀତସଂହିତା 124:8

ଆମ୍ଭମାନଙ୍କର ସାହାୟ୍ଯ ସଦାପ୍ରଭୁଙ୍କଠାରୁ ଆସିଲା, ୟିଏ ସ୍ବର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଗୀତସଂହିତା 136:5

ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ଗୀତସଂହିତା 146:6

ସଦାପ୍ରଭୁ ସ୍ବର୍ଗ, ପୃଥିବୀ, ସମୁଦ୍ର ଏବଂ ଏଥିରେ ଥିବା ପ୍ରେତ୍ୟକକ ବସ୍ତୁ ମଧ୍ଯ ତିଆରି କଲେ। ସେ ସର୍ବଦା ବିଶ୍ବସ୍ତ ଅଟନ୍ତି।

ଗୀତସଂହିତା 148:2

ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।

ଯିଶାଇୟ 6:2

ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ସରାଫଗଣ ଛିଡ଼ା ହାଇେଥିଲେ। ପ୍ରେତ୍ୟକକ ସରାଫଙ୍କର ଛଅଟି ପକ୍ଷ ଥିଲା। ସହେି ଦବଦେୂତଗଣ ସମାନଙ୍କେର ଦୁଇଟି ପକ୍ଷ ରେ ମୁଖକୁ ଆଚ୍ଛାଦନ କରିଥିଲେ। ସମାନେେ ମଧ୍ଯ ଦୁଇଟି ପକ୍ଷ ସାହାୟ୍ଯ ରେ ସମାନଙ୍କେର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବା ରେ ଦୁଇଟି ପକ୍ଷ ବ୍ଯବହାର କରୁଥିଲେ।

ଯିଶାଇୟ 37:16

ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର ଯେ କି କିରୂବଗଣ ଉପ ରେ ଉପବିଷ୍ଟା ତୁମ୍ଭେ କବଳେ ପୃଥିବୀସ୍ଥ ସମୁଦାଯ ରାଜ୍ଯର ପରମେଶ୍ବର ଅଟ। ତୁମ୍ଭେ ଏହି ସ୍ବର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

ଯିଶାଇୟ 37:20

ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀଯ ରାଜାଙ୍କଠାରୁ ଉଦ୍ଧାର କର, ତାହା ହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ବର, ଏକଥା ସମଗ୍ର ପୃଥିବୀବାସୀ ଜାଣିବେ।

ଯିଶାଇୟ 43:10

ସଦାପ୍ରଭୁ କୁହନ୍ତି, ତୁମ୍ଭମାନେେ ଆମ୍ଭର ସାକ୍ଷୀ ଓ ତୁମ୍ଭମାନେେ ମାରେ ମନୋନୀତ ଦାସ। କାରଣ ତୁମ୍ଭମାନେେ ମାଠାେ ରେ ବିଶ୍ବାସ ରଖନ୍ତୁ ବୋଲି ପ୍ରଚାର କରିବ ଓ ଆମ୍ଭେ ସହେି ଅଟୁ ବୋଲି ସମାନେେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ବର, ପୂର୍ବରୁ କହେି ପରମେଶ୍ବର ନ ଥିଲେ କି ପ ରେ କହେି ଈଶ୍ବର ହବେେ ନାହିଁ।

ଯିଶାଇୟ 44:6

ସଦାପ୍ରଭୁ ଇଶ୍ରାଲୟଲର ରାଜା।ସସହି ସର୍ବଶକ୍ତିମାନ ସଦାପ୍ରଭୁ ଇଶ୍ରାଲୟଲର ତ୍ରାଣକର୍ତ୍ତା କୁହନ୍ତି, ଆମ୍ଲଭ ଆଦି ଓ ଅନ୍ତ, ଆମ୍ଭ ବ୍ଯତୀତ ଅନ୍ୟ ପରଲମଶ୍ବର ନାହାଁନ୍ତି।

ଯିଶାଇୟ 44:8

ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'

ଯିରିମିୟ 10:11

ସଦାପ୍ରଭୁ ପୁଣି କହନ୍ତି, ତୁମ୍ଭମାନେେ ସମାନଙ୍କେୁ କୁହ, ' ସହେି ଦବେତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିନାହାନ୍ତି। ତେଣୁ ସମାନେେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ବଂସ ଓ ଲୁପ୍ତ ହବେେ।'

ଯିରିମିୟ 32:17

ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ଯ କିଛି ନାହିଁ।

ଯିହିଜିକଲ 20:11

ତା'ପ ରେ ଆମ୍ଭେ ସମାନଙ୍କେୁ ଆପଣାର ବିଧି ଦଲେୁ ଓ ଆପଣା ବ୍ଯବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ।

ମାର୍କଲିଖିତ ସୁସମାଚାର 12:29

ଯୀଶୁ ଉତ୍ତର ଦେଲେ, ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ' ହେ ଇସ୍ରାଯଲେ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ବର ଏକମାତ୍ର ପ୍ରଭୁ।

ଯୋହନଲିଖିତ ସୁସମାଚାର 10:30

ପରମପିତା ଓ ମୁଁ ଏକ।

କଲସୀୟଙ୍କ ପ୍ରତି ପତ୍ର 1:15

କୌଣସି ଲୋକ ପରମେଶ୍ବରଙ୍କୁ ଦେଖି ପା ରେ ନାହିଁ। କିନ୍ତୁ ଖ୍ରୀଷ୍ଟ ଠିକ ପରମେଶ୍ବରଙ୍କ ଭଳି। ଖ୍ରୀଷ୍ଟ ସମସ୍ତ ସୃଷ୍ଟ ବିଷୟଗୁଡ଼ିକର ଶାସକ ଅଟନ୍ତି।

ଏବ୍ରୀ 1:3

ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।

ଏବ୍ରୀ 1:6

ଓ ଯେତବେେଳେ ପରମେଶ୍ବର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ଯକୁ ଆଣିବେ, ସହେି ସମୟକୁ ଲକ୍ଷ୍ଯ କରି ସେ କହନ୍ତି :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 4:11

ହେ ପ୍ରଭୁ ! ଆମ୍ଭର ପରମେଶ୍ବର ! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ଯ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହାଇେଛି ଓ ଅସ୍ତିତ୍ବ ପାଇଅଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:11

ତା'ପରେ ମୁଁ ଦେଖିଲି ଓ ଅନକେ ସ୍ବର୍ଗଦୂତଙ୍କର ସ୍ବର ଶୁଣିଲି। ସ୍ବର୍ଗଦୂତମାନେ ସିଂହାସନ, ଜୀବିତପ୍ରାଣୀ ଓ ପ୍ରାଚୀନମାନଙ୍କ ଚାରିପାଖ ରେ ଥିଲେ। ମୁଁ ହଜାରହଜାର ସ୍ବର୍ଗଦୂତଙ୍କୁ ଦେଖିଲି। ସଠାେରେ 10,000ର 10,000 ଗୁଣ ସ୍ବର୍ଗଦୂତ ଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:7

ସହେି ସ୍ବର୍ଗଦୂତ ଉଚ୍ଚ ସ୍ବର ରେ କହିଲେ, ପରମେଶ୍ବରଙ୍କୁ ଭୟ କର ଓ ତାହାଙ୍କୁ ମହିମା ପ୍ରଦାନ କର। ପରମେଶ୍ବରଙ୍କ ଦ୍ବାରା ଲୋକମାନଙ୍କୁ ବିଚାର କରିବା ସମୟ ଉପସ୍ଥିତ। ପରମେଶ୍ବରଙ୍କର ଉପାସନା କର। ସେ ସ୍ବର୍ଗ, ପୃଥିବୀ, ସମୁଦ୍ର ଓ ଜଳଉତ୍ସଗୁଡ଼ିକର ସୃଷ୍ଟିକର୍ତ୍ତା।

Interlinear

Choose Theme