ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ବର୍ଗ, ପକ୍ସ୍ଟଣି ପୃଥିବୀ ଓ ତହିଁ ମଧ୍ଯସ୍ଥିତ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର।
Cross references
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦଇେ କହିଲେ, ମୁଁ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହସ୍ତ ଉଠାଇ କହିଅଛି ଯେ,
ମାଶାେ ଫାରୋଙ୍କୁ କିହିଲେ, ଯେତବେେଳେ ମୁଁ ଏ ନଗର ଛାଡିବି, ମୁଁ ସେତବେେଳେ ସଦାପ୍ରଭୁଙ୍କୁ ହାତଟକେି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଯେିବ। ସେତବେେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।
ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?
କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।
ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
ମୁଁ ଭୋକିଲା ନୁହେଁ, ୟଦି ମୁଁ ଭୋକିଲା ଥାନ୍ତି, କବେେ ହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥାନ୍ତି। ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମାରେ ଅଧୀନ ଅଟେ।
ସ୍ବର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ଯ ସନ୍ତାନଗଣଙ୍କୁ ପୃଥିବୀ ଦଇେଛନ୍ତି।
ହେ ଉଚ୍ଚତମ ସ୍ବର୍ଗ, ତାଙ୍କର ପ୍ରଶଂସା କର ! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର।
ସଦାପ୍ରଭୁ ଏହିକଥା କୁହନ୍ତି, ସ୍ବର୍ଗ ଆମ୍ଭର ସିଂହାସନ ଓ ପୃଥିବୀ ଆମ୍ଭର ପାଦପୀଠ। ତୁମ୍ଭମାନେେ ଆମ୍ଭପାଇଁ କି ପ୍ରକାର ଗୃହ ନିର୍ମାଣ କରିପାରିବ ଓ କେଉଁ ପ୍ରକାର ସ୍ଥାନ ଆମ୍ଭର ବିଶ୍ରାମସ୍ଥଳ ହବେ ?
ଆମ୍ଭେ ଆମ୍ଭର ମହାପରାକ୍ରମ ଓ ବିଶାଳ ଶକ୍ତିଶାଳୀ ବାହୁ ଦ୍ବାରା ଏହି ପୃଥିବୀ ଓ ପୃଥିବୀ ନିବାସୀ ସକଳ ମନୁଷ୍ଯ ଓ ପଶୁ ସୃଷ୍ଟି କରିଅଛୁ। ଆଉ ଆମ୍ଭେ ଆପଣା ସ୍ବଇଚ୍ଛା ରେ ଯାହାକୁ ଉଚିତ ମନେ କରିବୁ, ଏହା ଦଇପୋରିବୁ।