Home Bibles ☰ Books ଗୀତସଂହିତା 36:6 · ଓଡ଼ିଆ ବାଇବେଲ
ଗୀତସଂହିତା 36:6 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।

Cross references

ଆଦି ପୁସ୍ତକ 18:25

ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

ଯାତ୍ରା ପୁସ୍ତକ 9:28

ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।

ଦିତୀୟ ବିବରଣ 7:9

ତେଣୁ ମନରେଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର କବଳେ ଏକମାତ୍ର ପରମେଶ୍ବର ଅଟନ୍ତି। ସେ ବିଶ୍ବସ୍ତ ଅଟନ୍ତି। ସେ ତାଙ୍କର ନିଯମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ ରମେ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସମାନଙ୍କେ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚକ୍ସ୍ଟକ୍ତି ପ୍ରତି ବିଶ୍ବସନୀଯତା ସହସ୍ର ପୁରୁଷ ପର୍ୟ୍ଯନ୍ତ ଲାଗିରହେ।

ଦିତୀୟ ବିବରଣ 32:4

ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।

ପ୍ରଥମ ଶାମୁୟେଲ 14:15

ସମସ୍ତ ପଲେଷ୍ଟୀୟ ସୈନ୍ଯମାନେ ଯେଉଁମାନେ ସହେି କ୍ଷେତ୍ର ରେ ଥିଲେ, ଯେଉଁମାନେ ଛାଉଁଣୀ ରେ ଥିଲେ, ଯେଉଁମାନେ ଦକ୍ସ୍ଟର୍ଗ ରେ ଥିଲେ, ଭୟଭୀତ ହେଲେ। ଏପରିକି ସବୁଠାରକ୍ସ୍ଟ ସାହାସୀ ସୈନ୍ଯମାନେ ମଧ୍ଯ ଭୟ କଲେ। ଯେପରି ସଠାେରେ ଭୂମିକଐ ହେଲା ଏହି ବିଭୀଷିକା ପରମେଶ୍ବର ପଠାଇଥିଲେ।

ନିହିମିୟା 9:6

ତୁମ୍ଭେ ହିଁ ପରମେଶ୍ବର ଅଟ। ହେ ସଦାପ୍ରଭୁ, କବଳେ ତୁମ୍ଭେ ହିଁ ପରମେଶ୍ବର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ବର୍ଗ ସୃଷ୍ଟି କରିଅଛ। ଏବଂ ସ୍ବର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧିଅରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରେତ୍ୟକକର ଜୀବନଦାତା। ସ୍ବର୍ଗୀଯ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।

ଆୟୁବ ପୁସ୍ତକ 7:20

ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି? ୟିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି। କାହିଁକି ତୁମ୍ଭେ ମାେତେ ଆପଣା ଲକ୍ଷ୍ଯ ସ୍ବରୂପ ରଖିଛ? ମୁଁ କ'ଣ ତୁମ୍ଭ ପାଇଁ କୌଣସି ସମସ୍ଯା ହାଇେଛି?

ଆୟୁବ ପୁସ୍ତକ 11:7

ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?

ଆୟୁବ ପୁସ୍ତକ 37:23

ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।

ଗୀତସଂହିତା 31:20

ଦୁଷ୍ଟ ଲୋକମାନେ ଏକତ୍ରୀତ ହାଇେ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଚାହାଁନ୍ତି। ସହେି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସହେି ଉତ୍ତମ ଲୋକଙ୍କୁ ଲୁଚାଇ ରଖି ସମାନଙ୍କେୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସମାନଙ୍କେୁ ଆପଣା ଆଶ୍ରଯ ସ୍ଥଳରେ ରକ୍ଷାକର।

ଗୀତସଂହିତା 71:19

ହେ ପରମେଶ୍ବର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ବର, ତୁମପରି ଆଉ କହେି ପରମେଶ୍ବର ନାହିଁ। ତୁମ୍ଭେ ଅନକେ ଆଶ୍ଚର୍ୟ୍ଯ କର୍ମମାନ କର।

ଗୀତସଂହିତା 77:19

ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

Interlinear

Choose Theme