Home Bibles ଆଦି ପୁସ୍ତକ 32:2 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 32:2 · ଓଡ଼ିଆ ବାଇବେଲ

ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

Cross references

ଯିହୋଶୂୟ 5:14

ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।

ଯିହୋଶୂୟ 21:38

ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।

ଦିତୀୟ ଶାମୁୟେଲ 2:8

ନରର ପକ୍ସ୍ଟତ୍ର ଅବ୍ନର ଶାଉଲଙ୍କ ସୈନ୍ଯଦଳର ସନୋପତି ଥିଲେ। ଅବ୍ନର ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତକକ୍ସ୍ଟ ମହନଯିମକକ୍ସ୍ଟ ନଇଗେଲେ।

ଦିତୀୟ ଶାମୁୟେଲ 2:12

ନରର ପକ୍ସ୍ଟତ୍ର ଅବ୍ନର ଓ ଶାଉଲଙ୍କର ପକ୍ସ୍ଟତ୍ର ଈଶ୍ବୋଶତର କର୍ମଗ୍ଭରୀମାନେ ମହନଯିମରକ୍ସ୍ଟ ଗିବିଯୋନକକ୍ସ୍ଟ ଗଲେ।

ଦିତୀୟ ଶାମୁୟେଲ 17:24

ଏହାପରେ ଦାଉଦ ମହନଯିମକକ୍ସ୍ଟ ଆସିଲେ।

ଦିତୀୟ ଶାମୁୟେଲ 17:26

ପକ୍ସ୍ଟଣି ଇଶ୍ରାୟେଲ ଓ ଅବଶା ଲୋମ ଗିଲିଯଦ ଦେଶ ରେ ଛାଉଣୀ ସ୍ଥାପନ କଲେ।

ପ୍ରଥମ ରାଜାବଳୀ 2:8

ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।

ପ୍ରଥମ ରାଜାବଳୀ 4:14

ମହନଯିମ ରେ ଇଦ୍ଦୋର ପୁତ୍ର ଅହୀନାଦବ୍।

ଦିତୀୟ ରାଜାବଳୀ 6:17

ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।

ଗୀତସଂହିତା 34:7

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।

ଗୀତସଂହିତା 103:21

ହେ ସଦାପ୍ରଭୁଙ୍କର ସୈନ୍ଯସକଳ, ତୁମ୍ଭମାନେେ ତାଙ୍କର ଧନ୍ଯବାଦ କର। ତୁମ୍ଭମାନେେ ତାଙ୍କର ସବେକ ଅଟ। ସଦାପ୍ରଭୁ ୟାହା ଚାହାଁନ୍ତି ତୁମ୍ଭମାନେେ ତାହା କର।

ଗୀତସଂହିତା 148:2

ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।

ପରମଗୀତ 6:13

ହେ ଶୂଲମିଯରେ ନାରୀ, ଫରେିଆସ, ଫରେିଆସ ଆମ୍ଭମାନେେ ତୁମ୍ଭକୁ ଦେଖିବା ପାଇଁ ଚାହୁଁଛୁ। ଯେତବେେଳେ ସେ ମହନଯିମ ନୃତ୍ଯ କରୁଛି, କାହିଁକି ତୁମ୍ଭମାନେେ ଶୂଲମିଯାଯ ନାରୀକୁ କାହିଁକି ଅନାଇବ ?

ଦାନିଏଲ 10:20

ତେଣୁ ସେ କହିଲେ, ' ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ଯର ଅଧିପତି ସଙ୍ଗେ ୟୁଦ୍ଧ କରିବାକୁ ଫରେିୟିବା। ଆଉ ଆମ୍ଭେ ଗଲାପ ରେ ଗ୍ରୀସର ଅଧିପତି ଆସିବ।

ଲୂକଲିଖିତ ସୁସମାଚାର 2:13

ସହେି ସମୟରେ ସ୍ବର୍ଗରୁ ବହୁସଂଖ୍ଯା ରେ ସ୍ବର୍ଗଦୂତମାନେ ଆସି ସହେି ସ୍ବର୍ଗଦୂତଙ୍କ ସହିତ ୟୋଗ ଦେଲେ। ସମସ୍ତ ସ୍ବର୍ଗଦୂତ ଏହିପରି ପରମେଶ୍ବରଙ୍କ ସ୍ତୁତି କରୁଥିଲେ:

Interlinear

Choose Theme