Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 1:26 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 1:26 · ଓଡ଼ିଆ ବାଇବେଲ

ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।

Cross references

ଲେବୀୟ ପୁସ୍ତକ 16:8

ପୁଣି ହରୋଣ ସହେି ଦୁଇ ଛାଗ ବିଷଯ ରେ ଗୁଲିବାଣ୍ଟ କରିବେ। ସେଥିରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ଯାଗ (ଅଜାଜଲେ) ନିମନ୍ତେ ହବେ।

ଯିହୋଶୂୟ 18:10

ଯିହାଶୂେୟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସମାନଙ୍କେ ପାଇଁ ଭାଗ ଗକ୍ସ୍ଟଳା ପକାଇଲେ। ଏହିପରି ଭାବରେ ଯିହାଶୂେୟ ଉକ୍ତ ଜମିକକ୍ସ୍ଟ ସାତ ଗକ୍ସ୍ଟଣ ରେ ବିଭକ୍ତ କରି ଇଶ୍ରାୟେଲର ପରିବାରବର୍ଗ ମଧିଅରେ ଭାଗ କଲେ। ପ୍ରେତ୍ୟକକ ଜଣ ତାଙ୍କର ଅଂଶ ପାଇଲେ।

ପ୍ରଥମ ଶାମୁୟେଲ 14:41

ତା'ପରେ ଶାଉଲ ପ୍ରାର୍ଥନା କଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ କାହିଁକି ତୁମ୍ଭର ଦାସକକ୍ସ୍ଟ ଆଜି ଉତ୍ତର ଦଲେ ନାହିଁ? ଯଦି ମୁ କିମ୍ବା ମାେ ପକ୍ସ୍ଟଅ ଆଜି କିଛି ପାପ କରିଥାଉ, ତବେେ ଇଉରିମ୍ ଏବଂ ଇଶ୍ରାୟେଲୀୟ ପାପ କରିଥାନ୍ତି ତବେେ ଥକ୍ସ୍ଟମିଅମ୍ ଦିଅନ୍ତକ୍ସ୍ଟ।

ପ୍ରଥମ ବଂଶାବଳୀ 24:5

ପ୍ରତି ପରିବାରରୁ ଲୋକମାନେ ମନୋନୀତ ହାଇେଥିଲେ। ସମାନେେ ଗୁଳିବାଣ୍ଟ ଦ୍ବାରା ମନୋନୀତ ହାଇେଥିଲେ। ପବିତ୍ର ସ୍ଥାନର ଦାଯିତ୍ବ ରେ ରହିବା ନିମନ୍ତେ କେତଜେଣ ବ୍ଯକ୍ତିଙ୍କୁ ମନୋନୀତ କରାୟାଇଥିଲା। ଆଉ ଅନ୍ୟ ଜଣେ ବ୍ଯକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାୟାଇଥିଲା। ଏହି ସମସ୍ତ ବ୍ଯକ୍ତିମାନେ ଇଲିଯାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।

ହିତୋପଦେଶ 16:22

ସଦବୁଦ୍ଧି ପାଇଥିବା ଲୋକ ଜୀବନର ଝର ସ୍ବରୂପ ଅଟେ। ମାତ୍ର ଅଜ୍ଞାନତା ଅଜ୍ଞାନମାନଙ୍କର ଶାସ୍ତି।

ଯୂନସ 1:7

ତା'ପ ରେ ନାବିକମାନେ ପରସ୍ପର କୁହାକୁହି ହେଲେ, ଆମ୍ଭମାନେେ ଗୁଳାବାଣ୍ଟ ଫିଙ୍ଗି ଜାଣିବା, କାହିଁକି ଏ ଦୁଃଖ ଆମ୍ଭମାନଙ୍କ ଉପ ରେ ଘଟୁଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:14

ପିତର ସହେି ଏଗାରଜଣ ପ୍ ରରେିତ ସହ ଠିଆ ହାଇେ ସହେି ଲୋକମାନଙ୍କୁ ବଡ଼ ପାଟି ରେ କହିଲେ, ହେ ୟିଦୂଦୀୟମାନେ, ହେ ୟିରୂଶାଲମ ବାସିନ୍ଦାମାନେ, ସମସ୍ତେ ମାେ କଥା ଶୁଣ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:19

ପରମେଶ୍ବର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସହେି ଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ଦେଲେ।

Interlinear

Choose Theme