Home Bibles ☰ Books ଲୂକଲିଖିତ ସୁସମାଚାର 22:14 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:14 · ଓଡ଼ିଆ ବାଇବେଲ

ସମାନେେ ନିସ୍ତାର ପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ ରରେିତମାନେ ଖାଇ ବସିଲେ।

Cross references

ଦିତୀୟ ବିବରଣ 16:6

ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସଠାେରେ ନିସ୍ତାର ପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସଂନ୍ଧ୍ଯା ସମୟର, ସୂର୍ୟ୍ଯାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସହେି ସମୟରେ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଅଣା ହାଇେଥିଲା।

ମାଥିଉଲିଖିତ ସୁସମାଚାର 26:20

ସନ୍ଧ୍ଯା ବେଳେ ଯୀଶୁ ନିଜର ବିରଜଣଯାକ ଶିଷ୍ଯଙ୍କ ସହିତ ଖାଇବାକୁ ବସିଲେ।

ମାର୍କଲିଖିତ ସୁସମାଚାର 6:30

ଯେଉଁ ପ୍ ରରେିତମାନଙ୍କୁ ଯୀଶୁ ପଠାଇଥିଲେ, ସମାନେେ ଫରେି ଆସିଲେ। ସମାନେେ ଯୀଶୁଙ୍କ ଚାରିପଟେ ଏକାଠି ହାଇେ, ସମାନେେ ଯାହା ସବୁ କରିଥିଲେ ଓ ଲୋକଙ୍କୁ ଯାହା ସବୁ ଶିକ୍ଷା ଦଇେଥିଲେ, ସେ ସବୁ ତାହାଙ୍କୁ କହିଲେ।

ମାର୍କଲିଖିତ ସୁସମାଚାର 14:17

ସନ୍ଧ୍ଯା ବଳକେୁ ଯୀଶୁ ବାରଜଣ ଯାକ ପ୍ ରରେିତଙ୍କୁ ସାଙ୍ଗ ରେ ଧରି ସଠାେରେ ଯାଇ ପହନ୍ଚିଲେ।

Interlinear

Choose Theme