ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତବେେଳେ ଦିନ ତିନିଟା ହାଇେଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।
Cross references
ପ୍ରଥମ ମଷେଶାବକ ପ୍ରଭାତ ରେ ଓ ଅନ୍ୟଟି ସନ୍ଧ୍ଯା ସମୟରେ ଉତ୍ସର୍ଗ କରିବ।
ପ୍ରାତଃକାଳ ରେ ଏକ ମଷେବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ଯା କାଳ ରେ ଏକ ମଷେବତ୍ସ ଉତ୍ସର୍ଗ କରିବ।
ସନ୍ଧ୍ଯାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିଯ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଗଲେ ଓ କହିଲେ, ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର ଓ ମୁଁ ଯେ ତୁମ୍ଭର ସବେକ ଏବଂ ମୁଁ ଯେ ତୁମ୍ଭ ବାକ୍ଯ ଅନୁସାରେ ଏହିସବୁ କାର୍ୟ୍ଯ କରିଅଛି।
ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।
ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗ ରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସଠାେରେ ସମାନେେ ସମସ୍ତେ ଥିଲେ।
ଯୀଶୁ ପିତର ଓ ଜବଦେୀଙ୍କ ଦୁଇ ପୁଅଙ୍କୁ ସାଙ୍ଗ ରେ ନେଲେ। ତା'ପରେ ଯୀଶୁ ଦୁଃଖ ଓ ବ୍ଯାକୁଳତା ଅନୁଭବ କଲେ।
ବାହା ରେ ବହୁତ ଲୋକ ଜମା ହାଇେଥିଲେ। ଧୂପ ଲାଗିବା ସମୟରେ ସମାନେେ ପ୍ରାର୍ଥନା କରୁଥିଲେ।
ଯୀଶୁ ପିତର ଓ ଯୋହନଙ୍କୁ କହିଲେ, ତୁମ୍ଭମାନେେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାର ପର୍ବର ଖାଦ୍ୟ ପ୍ରସ୍ତୁତି କର।
ସେତବେେଳେ ପ୍ରାୟ ଦିନ ଦ୍ବିପ୍ରହର ହାଇେଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ୟ୍ଯନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହାଇଗେଲା।
ସମାନେେ ସବୁ ସମୟରେ ମନ୍ଦିର ରେ ରହି ପରମେଶ୍ବରଙ୍କ ସ୍ତୁତି କରୁଥିଲେ।
ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।
ତେଣୁ ମରିୟମ, ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯାହାଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସମାନଙ୍କେ ନିକଟକୁ ଦୌଡିଗଲେ ଓ ସେ ସମାନଙ୍କେୁ କହିଲେ, ସମାନେେ ପ୍ରଭୁଙ୍କର ମୃତଦହକେୁ କବର ଭିତରୁ ନଇଯାେଇଛନ୍ତି। ସମାନେେ ତାହାଙ୍କୁ କେଉଁଠା ରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।
ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।
ମୁଁ ତୁମ୍ଭକୁ ସତ୍ଯ କହୁଛି ତୁମ୍ଭେ ଯେତବେେଳେ ୟୁବକ ଥିଲ, ସେତବେେଳେ ତୁମ୍ଭେ ଅଣ୍ଟା ରେ ନିଜଲୁଗା ଭିଡି ଇଚ୍ଛାନୁସା ରେ ଯେ କୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସ ରେ ତୁମ୍ଭେ ହାତ ବଢାଇବ ଓ ଯେଉଁଆଡେ ତୁମ୍ଭର ୟିବାକୁ ଇଚ୍ଛା ନଥିବ, ସହେିଠାକୁ ଅନ୍ୟମାନେ ତୁମ୍ଭକୁ ନଇେଯିବେ।
ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।
ସମାନେେ ଯେତବେେଳେ ପିତର ଓ ଯୋହନଙ୍କର ଏପରି ସାହାସ ଦେଖିଲେ ଓ ଜାଣି ପାରିଲେ ଯେ ସମାନେେ ଅଶିକ୍ଷିତ ଓ ସାଧାରଣ ଲୋକ, ସମାନେେ ବହୁତ ଆଶ୍ଚର୍ୟ୍ଯ ହେଲେ। ସମାନେେ ଏହା ମଧ୍ଯ ବୁଝିପାରିଲେ ଯେ, ସମାନେେ ଯୀଶୁଙ୍କ ସାଙ୍ଗ ରେ ଥିଲେ।
ଠିକ୍ ସହେି ସମୟରେ ଜଣେ ଆସି ସମାନଙ୍କେୁ କହିଲା, ତୁମ୍ଭମାନେେ ଯେଉଁମାନଙ୍କୁ କାରାଗାର ରେ ବନ୍ଦୀକରି ରଖିଥିଲ ସମାନେେ ମନ୍ଦର ରେ ଠିଆ ହାଇେ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି।
ପ୍ ରରେିତମାନେ ୟିରୂଶାଲମ ରେ ଶୁଣିଲେ ଯେ, ଶମିରୋଣର ଲୋକ ପରମେଶ୍ବରଙ୍କ ବାକ୍ଯ ଗ୍ରହଣ କରିଛନ୍ତି। ତେଣୁ ସମାନେେ ପିତର ଓ ଯୋହନଙ୍କୁ ସମାନଙ୍କେ ପାଖକୁ ପଠାଇଲେ।
ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।
କର୍ଣ୍ଣୀଲିୟ କହିଲେ, ମୁଁ ଠିକ୍ ଚ଼ାରିଦିନ ଆଗରୁ ମାେ ଘ ରେ ଅପରାହ୍ନ ପ୍ରାୟ ତିନିଟା ବେଳେ ପ୍ରାର୍ଥାନା କରୁଥିଲି। ସେତବେେଳେ ହଠାତ୍ ଜଣେ ସ୍ବର୍ଗଦୂତ, ଉଜ୍ଜ୍ବଳ ଓ ଝଲସୁଥିବା ବସ୍ତ୍ର ପିନ୍ଧି ମାେ ସାମନା ରେ ଠିଆ ହାଇଗେଲେ।
ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।