Home Bibles ଯୋହନଲିଖିତ ସୁସମାଚାର 13:23 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 13:23 · ଓଡ଼ିଆ ବାଇବେଲ

ଯୀଶୁଙ୍କ ପାଖ ରେ ଆଉ ଜଣେ ଶିଷ୍ଯ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।

Cross references

ଦିତୀୟ ଶାମୁୟେଲ 12:3

ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।

ପ୍ରଥମ ରାଜାବଳୀ 4:5

ନାଥନର ପୁତ୍ର ଅସରିଯ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ଯ ଥିଲା ଓ

ଯୋହନଲିଖିତ ସୁସମାଚାର 1:18

ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।

ଯୋହନଲିଖିତ ସୁସମାଚାର 11:3

ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସମାନେେ କହି ପଠାଇଲେ, ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡିତ ଅଛନ୍ତି।

ଯୋହନଲିଖିତ ସୁସମାଚାର 11:5

ଯୀଶୁ ମାର୍ଥା, ତା'ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।

ଯୋହନଲିଖିତ ସୁସମାଚାର 11:36

ଯିହୂଦୀମାନେ କହିଲେ, ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନହେ କରୁଥିଲେ।

ଯୋହନଲିଖିତ ସୁସମାଚାର 13:25

ସେ ଷ୍ଯ ଜଣକ ଯୀଶୁଙ୍କର ବକ୍ଷସ୍ଥଳ ରେ ଆହୁରି ଆଉଜି ପଡି ପଚାରିଲେ, ପ୍ରଭୁ କିଏ ତୁମ୍ଭ ବିରୁଦ୍ଧ ରେ ୟିବ?

ଯୋହନଲିଖିତ ସୁସମାଚାର 19:26

ଯୀଶୁ ତାହାଙ୍କ ମାଆଙ୍କୁ ଦେଖିଲେ। ସେ ତାହାଙ୍କର ଅତି ପ୍ରିୟ ଶିଷ୍ଯକୁ ମଧ୍ଯ ତାହାଙ୍କ ପାଖ ରେ ଠିଆ ହାଇେଥିବା ଦେଖିଲେ। ତାହାଙ୍କ ମାଆଙ୍କୁ କହିଲେ, ପ୍ରିୟ ନାରୀ, ଏ ଦେଖ, ତୁମ୍ଭର ପୁଅ!

ଯୋହନଲିଖିତ ସୁସମାଚାର 20:2

ତେଣୁ ମରିୟମ, ଶିମାନେ ପିତର ଓ ଅନ୍ୟ ଜଣେ ଶିଷ୍ଯ ଯାହାଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସମାନଙ୍କେ ନିକଟକୁ ଦୌଡିଗଲେ ଓ ସେ ସମାନଙ୍କେୁ କହିଲେ, ସମାନେେ ପ୍ରଭୁଙ୍କର ମୃତଦହକେୁ କବର ଭିତରୁ ନଇଯାେଇଛନ୍ତି। ସମାନେେ ତାହାଙ୍କୁ କେଉଁଠା ରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।

ଯୋହନଲିଖିତ ସୁସମାଚାର 21:7

ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।

ଯୋହନଲିଖିତ ସୁସମାଚାର 21:20

ପିତର ବୁଲି ପଡି ଦେଖିଲେ ଯେ ଯେଉଁ ଶିଷ୍ଯଙ୍କୁ ଯୀଶୁ ପ୍ ରମେ କରୁଥିଲେ, ସେ ସମାନଙ୍କେ ଅନୁଗମନ କରୁଛନ୍ତି। ( ସହେି ରାତ୍ରି ଭୋଜନ ବେଳେ, ସହେି ଶିଷ୍ଯ ଯୀଶୁଙ୍କ ଶରୀର ରେ ଆଉଜି ପଡି, ପ୍ରଚାରି ଥିଲେ, ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧ ରେ ୟିବ?)

ଯୋହନଲିଖିତ ସୁସମାଚାର 21:24

ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:16

ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।

Interlinear

Choose Theme