ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ।
Cross references
ଯୀଶୁ କିନ୍ତୁ ନାଜରିତ ରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳ ରେ କଫର୍ନାହୂମ ସହର ରେ ବାସ କଲେ। କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳ ରେ ଅବସ୍ଥିତ।
ଗୋଟିଏ ନଗର ରେ ସମାନେେ ତୁମ୍ଭକୁ ଯାତନା ଦେଲେ ତୁମ୍ଭେ ଅନ୍ୟ ନଗରକୁ ପଳାଅ। ମୁଁ ତୁମ୍ଭକୁ ସତ୍ଯ କହୁଛି ଇଶ୍ରାୟେଲ ସମସ୍ତ ନଗରୀ ରେ ତୁମ୍ଭର ଭ୍ରମଣ ସରିବା ପୂର୍ବରୁ ମନୁଷ୍ଯ ପୁତ୍ର ପୁନର୍ବାର ଆସିବେ।
ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।
ଯୀଶୁ ସମାନଙ୍କେୁ କହିଲେ, ମୁଁ ଜାଣିଛି ଯେ, ତୁମ୍ଭମାନେେ ମାେତେ ସହେି ପୁରୁଣା ଉକ୍ତିଟି କହିବ, 'ଆ ରେ ବଇଦ, ଆଗ ନିଜକୁ ଭଲ କର।' ତୁମ୍ଭେ କହିବିକୁ ଚାହୁଁଛ, କଫର୍ନାହୂମ ରେ ତୁମ୍ଭେ ଯାହା ସବୁ କରୁଛ ବୋଲି ଆମ୍ଭମାନେେ ଶୁଣିଛୁ, ସହେିସବୁ ଏବେ ନିଜ ପୈତୃକ ନଗର ରେ ମଧ୍ଯ କର।
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।
ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାଅନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଚ଼ାରିପାଖ ଅଞ୍ଚଳକୁ ଚ଼ାଲିଗଲେ।
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।
ପାଉଲ ଓ ଶୀଲା ଆଂଫିପଲ ଓ ଆପଲ୍ଲୋନିଆ ନଗର ଦଇେ ଥସେଲନୀକୀ ନଗର ରେ ପହନ୍ଚିଲେ। ସଠାେରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା।
ପାଉଲ ଓ ଶୀଲାଙ୍କୁ ଭାଇମାନେ ସହେି ରାତି ରେ ସାଙ୍ଗେ ସାଙ୍ଗେ ବରଯୋ ନଗରକୁ ପଠାଇ ଦେଲେ। ସମାନେେ ସଠାେରେ ପହଞ୍ଚି ଯିହୂଦୀୟମାନଙ୍କ ସମାଜଗୃହକୁ ଗଲେ।
ପାଉଲ ଆଥୀନୀ ନଗର ରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥାଆନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହାଇେଥିବାର ଦେଖି ସେ ହୃଦୟ ରେ ଅତି ମାତ୍ରା ରେ ବିବ୍ରତ ହାଇେ ପଡ଼ିଲେ।
ପାଉଲ ପ୍ରତି ବିଶ୍ରାମବାର ଦିନ ସମାଜସଭାଗୃହ ରେ ଯିହୂଦୀୟ ଓ ଗ୍ରୀକ୍ମାନଙ୍କ ସହିତ ଚର୍ଚ୍ଚା କରୁଥିଲେ ଓ ଉପଦେଶ ଦ୍ବାରା ସମାନଙ୍କେର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରୁଥିଲେ।
ତ୍ତଜେନା ଶାନ୍ତ ହବୋ ପରେ ପାଉଲ ଯୀଶୁଙ୍କର ଶିଷ୍ଯମାନଙ୍କୁ ଡ଼ାକାଇ ପାଠାଇଲେ ଓ ସମାନଙ୍କେୁ ଉତ୍ସାହିତ କଲେ। ତା'ପରେ ସମାନଙ୍କେଠାରୁ ବିଦାୟ ନଇେ ସେ ମାକିଦନିଆକୁ ଯାତ୍ରା କଲେ।
ମାେତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗର ରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି।