Home Bibles ☰ Books ଲୂକଲିଖିତ ସୁସମାଚାର 13:10 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 13:10 · ଓଡ଼ିଆ ବାଇବେଲ

ଥରେ ଯୀଶୁ ବିଶ୍ରାମବାର ରେ ଗୋଟିଏ ଯୀହୂଦୀ ସମାଜଗୃହ ରେ ଉପଦେଶ ଦେଉଥିଲେ।

Cross references

ମାଥିଉଲିଖିତ ସୁସମାଚାର 4:23

ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ଲୂକଲିଖିତ ସୁସମାଚାର 4:15

ଯୀଶୁ ସମାନଙ୍କେର ସମାଜଗୃହମାନଙ୍କ ରେ ଉପଦେଶ ଦବୋ ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।

ଲୂକଲିଖିତ ସୁସମାଚାର 4:44

ଏହିଭଳି ଭାବରେ ଯୀଶୁ ଯିହୁଦା ରେ ବିଭିନ୍ନ ସମାଜଗୃହମାନଙ୍କ ରେ ଉପଦେଶ ପ୍ରଚାର କରିବାକୁ ଲାଗିଲେ।

Interlinear

Choose Theme