Home Bibles ମାର୍କଲିଖିତ ସୁସମାଚାର 10:1 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:1 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ ସେ ସ୍ଥାନ ଛାଡି ଦେଲେ। ସେ ୟିହୂଦା ଅଞ୍ଚଳ ଓ ୟର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖ ରେ ଜମା ହାଇଗେଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।

Cross references

ଉପଦେଶକ 12:9

ଉପଦେଶକ ଜ୍ଞାନବାନ ହବୋରୁ ଲୋକମାନଙ୍କୁ ନିତ୍ଯ ଜ୍ଞାନ ଶିକ୍ଷା ମିଳିଲା। ପୁଣି ସେ ଅନୁଧ୍ଯାନ କରି ଓ ଅନୁସନ୍ଧାନ କରି ଅନକେ ହିତାପଦେେଶ ସଂଗ୍ରହ କଲେ।

ଯିରିମିୟ 32:33

ସମାନେେ ଆମ୍ଭ ପ୍ରତି ବିମୁଖ ହାଇେ ଆମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଆମ୍ଭେ ସମାନଙ୍କେୁ ବାରମ୍ବାର ଶିକ୍ଷା ଦେଲେ ନାହିଁ। ସମାନେେ ତାହା ଶୁଣି ନାହାଁନ୍ତି।

ମାଥିଉଲିଖିତ ସୁସମାଚାର 4:23

ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାଥିଉଲିଖିତ ସୁସମାଚାର 19:1

ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫରେି ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ଥିବା ୟିହୂଦା ଅଞ୍ଚଳ ରେ ପହନ୍ଚିଲେ।

ମାର୍କଲିଖିତ ସୁସମାଚାର 2:13

ପୁଣିଥରେ ଯୀଶୁ ହ୍ରଦ ପାଖ ଦଇେ ଗଲେ। ଅନକେ ଲୋକ ତା'ଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଶିକ୍ଷା ଦେଲେ।

ମାର୍କଲିଖିତ ସୁସମାଚାର 4:2

ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,

ମାର୍କଲିଖିତ ସୁସମାଚାର 6:6

ଏ ଲୋକମାନଙ୍କର କୌଣସି ବିଶ୍ବାସ ନଥିବାରୁ ଯୀଶୁ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସଠାେରେ ଶିକ୍ଷା ଦବୋକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 6:34

ଯୀଶୁ ଯେତବେେଳେ ସଠାେରେ ପହନ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସମାନଙ୍କେ ପାଇଁ ଦୁଃଖ ଅନୁଭବ କଲେ। କାରଣ ସମାନେେ ମଷେପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସମାନଙ୍କେୁ ଅନକେ ଉପଦେଶ ଦେଲେ।

ଯୋହନଲିଖିତ ସୁସମାଚାର 10:40

ତା'ପରେ ଯୀଶୁ ୟର୍ଦ୍ଦନ ନଦୀର ଅପର ପାଶର୍‌ବ ରେ ପହନ୍ଚିଲେ। ଯୋହନ ପ୍ରଥମେ ଯେଉଁଠା ରେ ବାପ୍ତିସ୍ମ ଦେଉଥିଲେ, ସେ ସହେି ସ୍ଥାନକୁ ଆସିଲେ ଓ ସଠାେରେ ରହିଲେ।

ଯୋହନଲିଖିତ ସୁସମାଚାର 11:7

ତାପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଚାଲ, ଆମ୍ଭେ ୟିହୂଦା ପ୍ରଦେଶକୁ ଫରେିୟିବା।

ଯୋହନଲିଖିତ ସୁସମାଚାର 18:20

ଯୀଶୁ ଉତ୍ତର ଦେଲେ, ମୁଁ ଲୋକମାନଙ୍କୁ ସବୁବେଳେ ଖାଲିେଖାଲିେ ଭାବେ ଶିକ୍ଷା ଦଇେଛି। ମୁଁ ସର୍ବଦା ସମାଜଗୃହ ଓ ମନ୍ଦିର ରେ ଶିକ୍ଷା ଦଇେ ଆସିଛି। ସଠାେରେ ସବୁ ଯିହୂଦୀମାନେ ଏକତ୍ର ହୁଅନ୍ତି। ମୁଁ କୌଣସି ବିଷୟ ଗୁପ୍ତ ଭାବରେ କହି ନାହିଁ।

Interlinear

Choose Theme