Home Bibles ମାର୍କଲିଖିତ ସୁସମାଚାର 1:39 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 1:39 · ଓଡ଼ିଆ ବାଇବେଲ

ଏହିଭଳି ଭାବରେ ସେ ସମାଜ ଗୃହମାନଙ୍କ ରେ ଉପଦେଶ ଦଇେ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡି ଗାଲିଲୀ ସାରା ବୁଲିଲେ।

Cross references

ମାଥିଉଲିଖିତ ସୁସମାଚାର 4:23

ଯୀଶୁ ଯୀହୂଦୀ ସମାଜଗୃହ ମାନଙ୍କ ରେ ସ୍ବର୍ଗ ରାଜ୍ଯ ରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡା ଦୂରକରି ସମଗ୍ର ଗାଲିଲୀ ରାଜ୍ଯ ରେ ଭ୍ରମଣ କଲେ।

ମାର୍କଲିଖିତ ସୁସମାଚାର 1:21

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କଫର୍ନାହୂମକୁ ଗଲେ। ବିଶ୍ରାମଦିବସ ରେ ଯୀଶୁ ସମାଜଗୃହକୁ ଯାଇ ସଠାେରେ ଲୋକମାନଙ୍କୁ ଶିକ୍ଷା ଦବୋକୁ ଲାଗିଲେ।

ମାର୍କଲିଖିତ ସୁସମାଚାର 7:30

ସହେି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟ ରେ ଶାଇେଛି। ଦୁଷ୍ଟାତ୍ମା ତା ଦହରେୁ ବାହରି ଚାଲି ଯାଇଛିା

ଲୂକଲିଖିତ ସୁସମାଚାର 4:41

ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।

ଲୂକଲିଖିତ ସୁସମାଚାର 4:43

କିନ୍ତୁ ଯୀଶୁ ସମାନଙ୍କେୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ସୁସମାଚାର ମାେତେ ଅନ୍ୟ ନଗରମାନଙ୍କ ରେ ମଧ୍ଯ ପ୍ରଚାର କରିବାକୁ ପଡିବ। କାରଣ ମାେତେ ଏଥିପାଇଁ ପଠାଯାଇଛି।

Interlinear

Choose Theme