ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।
Cross references
ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।
ଯେଉଁ ଲୋକ ତୁମ୍ଭକୁ ସ୍ବୀକାର କରେ, ସେ ମାେତେ ମଧ୍ଯ ସ୍ବୀକାର କରେ, ଯେଉଁ ଲୋକ ମାେତେ ସ୍ବୀକାର କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କକୁ ମଧ୍ଯ ସ୍ବୀକାର କରେ।
ଯେଉଁଲୋକ ମାେ ନାମ ରେ ଏହିଭଳି ଗୋଟିଏ େଛାଟ ପିଲାକୁ ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ।
ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।
ଠିକ୍ ସହେିଭଳି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଏହିଭଳି େଛାଟ ପିଲାମାନଙ୍କ ମଧ୍ଯରୁ କହେି ଜଣେ ହେଲେ ହଜି ଯାଉ ବୋଲି ଚାହାନ୍ତି ନାହିଁ।
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।
ଯେଉଁ ଲୋକ ଚ଼ାକର ଭଳ ତୁମ୍ଭର ସବୋ କରିବ, ସେ ଲୋକ ତୁମ୍ଭମାନଙ୍କ ମଧିଅରେ ସବୁଠାରୁ ବଡ଼ ହବେ।
ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'
ତାପରେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଅଛି, ଯେତବେେଳେ ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଲୋକଙ୍କ ଭିତରୁ ଯେ କୌଣସି ଲୋକକୁ ସାହାୟ୍ଯ କରିବାକୁ ମନା କଲ, ତୁମ୍ଭେ ମାେତେ ସାହାୟ୍ଯ କରିବା ପାଇଁ ମନା କଲ!'
ମାେ ନାମ ରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମାେତେ ଗ୍ରହଣ କରେ। ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ଯେ, କବଳେ ମାେତେ ଗ୍ରହଣ କରେ, ତା ନୁହେଁ, ବରଂ ସେ ମାରେ ପ୍ ରରଣେ କର୍ତ୍ତାଙ୍କୁ ମଧ୍ଯ ଗ୍ରହଣ କରେ।
ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ଯରୁ ଜାତ ସମସ୍ତଙ୍କ ମଧିଅରେ ଯୋହନଙ୍କଠାରୁ ଅଧିକ ମହାନ୍ କହେି ନାହିଁ। ତଥାପି ପରମେଶ୍ବରଙ୍କ ରାଜ୍ଯର ଯେଉଁ ଲୋକ ସବୁଠାରୁ େଛାଟ, ସେ ମଧ୍ଯ ଯୋହନଙ୍କଠାରୁ ମହାନ।
ଯେତବେେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତ ରେ ମାେ କଥା ଶୁଣେ। ଯେତବେେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତବେେଳେ ଜଣେ ମାେତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତ ରେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।
ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
ତା'ପରେ ଯୀଶୁ ଚିତ୍କାର କରି କହିଲେ, ମାଠାେ ରେ ଯେଉଁ ଲୋକ ବିଶ୍ବାସ ରେଖ, ସେ ପ୍ରକୃତ ରେ ମାେ ଠା ରେ ନୁହେଁ ମାତ୍ର ଯେ ମାେତେ ପଠାଇଛନ୍ତି, ତାହାଙ୍କଠା ରେ ବିଶ୍ବାସ ରେଖ।