ମାେ ରାଜ୍ଯ ରେ ମାେ ସହିତ ଟବେୁଲ ଉପରେ ତୁମ୍ଭମାନେେ ଖିଆପିଆ କରିବ। ତୁମ୍ଭମାନେେ ସିଂହାସନଗୁଡିକ ଉପରେ ବସି ଇଶ୍ରାୟେଲର ବାରଟି ଯାକ ଗୋଷ୍ଠୀର ବିଚାର କରିବ।
Cross references
ତା'ପରେ ରାଜା ଦାଉଦ ଶାଉଲଙ୍କର ଗ୍ଭକର ସୀବଃକକ୍ସ୍ଟ ପାଖକକ୍ସ୍ଟ ଡାକିଲେ ଏବଂ କହିଲେ, ମୁ ତୁମ୍ଭର ମକ୍ସ୍ଟନୀବର ନାତିକକ୍ସ୍ଟ ଶାଉଲଙ୍କର ଓ ତାହାଙ୍କ ପରିବାରକକ୍ସ୍ଟ ସମସ୍ତ ସଐତ୍ତି ଦଲେି।
ଆପଣସମାର ଜଲଜଲବାପାଙ୍କର ସମସ୍ତ ପରିବାରକକ୍ସ୍ଟ ହତ୍ଯା କରି ପାରିଥାନ୍ତଲ, କିନ୍ତୁ ଆପଣ ତାହା କଲଲ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକକ୍ସ୍ଟ ନିଜ ମଲଜସରସଭାଜନକାରୀସଲାକମାନଙ୍କ ସଙ୍ଗସର ସ୍ଥାନସଦଲଲ। ଏହିସହତକ୍ସ୍ଟ ଏଲବ ମହାରାଜାଙ୍କ ନିକଟଲର ଆଉ ଆପତ୍ତି କରିବା ପାଇଁସମାର କଲଉଁ ଅଧିକାର ଅଛି?
ସହେି ଲୋକମାନେ ମଷେମାନଙ୍କ ପରି ଅଟନ୍ତି। ସମାନେେ ଶଷେରେ ସହେି କବରରେ ପତିତ ହବେେ ଓ ମୃତ୍ଯୁ ସମାନଙ୍କେ ମଷେପାଳକ ହବେ। ତା'ପରେ ସହେି ସକାଳେ ଉତ୍ତମ ବ୍ଯକ୍ତିଗଣ ବିଜଯୀ ହବେେ। ସହେି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହବୋକୁ ଲାଗିବ, ସମାନଙ୍କେର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହବେ।
ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସମାନେେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ବର୍ଗରାଜ୍ଯ ରେ ଭୋଜି ରେ ନିଜ ନିଜ ଆସନ ଗ୍ରହଣ କରିବେ।
ଯୀଶୁ ଶିଷ୍ଯମାନଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ଯ ପୁତ୍ର ତାହାଙ୍କର ମହାନ ସିଂହାସନ ପାଖ ରେ ବସିବ ଓ ତୁମ୍ଭମାନେେ ମଧ୍ଯ ଯେଉଁମାନେ ମାେତେ ଅନୁସରଣ କରୁଛ, ସିଂହାସନ ପାଖ ରେ ବସିବ। ତୁମ୍ଭମାନେେ ବାରଟି ସିଂହାସନ ଉପରେ ବସିବ ଏବଂ ଇଶ୍ରାୟେଲର ବାରଟି ବଂଶର ଲୋକମାନଙ୍କର ବିଚ଼ାର କରିବ।
ସହେି ଚାକରମାନେ ଧନ୍ଯ, ଯେଉଁମାନଙ୍କୁ ମାଲିକ ଫରେିଆସି ଦେଖିବେ ଯେ ସମାନେେ ଜାଗ୍ରତ ଅଛନ୍ତି ଓ ତାହାଙ୍କୁ ଅପେକ୍ଷା କରି ରହିଛନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ମାଲିକ ମଧ୍ଯ ସମାନଙ୍କେ ସବୋ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସେ ସମାନଙ୍କେୁ ବସିବା ପାଇଁ କହିବେ ଓ ନିଜେ ଖାଦ୍ୟ ପରଶି ଦବେେ।
ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ଯରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, ପରମେଶ୍ବରଙ୍କ ରାଜ୍ଯ ରେ ଭୋଜନ କରୁଥିବା ଲୋକ ବହୁତ ଖୁସି ହବେ।
ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ବରଙ୍କ ରାଜ୍ଯ ରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହବୋ ପର୍ୟ୍ଯନ୍ତ ମୁଁ କବେେ ହେଲେ ନିସ୍ତାର ପର୍ବର ଖାଦ୍ୟ ଆଉ ଖାଇବି ନାହିଁ।
ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?
ଯେ ବିଜଯୀ ହୁଏ ଓ ଶଷେପର୍ୟ୍ଯନ୍ତ ମାେ ଇଚ୍ଛା ଅନୁଯାଯୀ କାର୍ୟ୍ଯ ରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦବେି।
ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।
ସହେି ସିଂହାସନର ଚାରିପାଖ ରେ ଆଉ ଚବିଶଟି ସିଂହାସନ ଥିଲା। ସହେି ଚବିଶଟି ସିଂହାସନ ରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସମାନେେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।
ତା'ପରେ ଦୂତ ମାେତେ କହିଲେ, ଏହା ଲେଖ : ମଷେଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ଯକ୍ତିମାନେ ଧନ୍ଯ ! ସେ ଦୂତ ପୁଣି କହିଲେ, ପରମେଶ୍ବରଙ୍କର ବାକ୍ଯ ସତ୍ଯ ଅଟେ।