Home Bibles ଲୂକଲିଖିତ ସୁସମାଚାର 7:28 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:28 · ଓଡ଼ିଆ ବାଇବେଲ

ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ଯରୁ ଜାତ ସମସ୍ତଙ୍କ ମଧିଅରେ ଯୋହନଙ୍କଠାରୁ ଅଧିକ ମହାନ୍ କହେି ନାହିଁ। ତଥାପି ପରମେଶ୍ବରଙ୍କ ରାଜ୍ଯର ଯେଉଁ ଲୋକ ସବୁଠାରୁ େଛାଟ, ସେ ମଧ୍ଯ ଯୋହନଙ୍କଠାରୁ ମହାନ।

Cross references

ମାଥିଉଲିଖିତ ସୁସମାଚାର 11:11

ମୁଁ ତୁମ୍ଭକୁ ସତ୍ଯ କହୁଛି। ବାପ୍ତିସ୍ମ ଦେଉଥିବା ୟୋହଲଙ୍କଠାରୁ ମହାନ୍ ବ୍ଯକ୍ତି ଆଉ କହେି ହେଲେ ଜନ୍ମ ହାଇେ ନାହାଁନ୍ତି। କିନ୍ତୁ ସ୍ବର୍ଗ ରାଜ୍ଯ ରେ ଯେ ସବୁଠାରୁ େଛାଟ. ସେ ଯୋହନଙ୍କ ଠାରୁ ମଧ୍ଯ ଶ୍ ରେଷ୍ଠ।

ମାଥିଉଲିଖିତ ସୁସମାଚାର 13:16

କିନ୍ତୁ ତୁମ୍ଭେ ଧନ୍ଯ, କାରଣ ତୁମ୍ଭେ ଯାହା ଆଖି ରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନ ରେ ଶୁଣୁଛ, ତାହା ବୁଝୁଛ।

ଲୂକଲିଖିତ ସୁସମାଚାର 1:14

ତୁମ୍ଭେ ଅତ୍ଯନ୍ତ ଖୁସି ହବେ। ତାହାଙ୍କର ଜନ୍ମ ହତେୁ ବହୁତ ଲୋକ ଖୁସି ହବେେ।

ଲୂକଲିଖିତ ସୁସମାଚାର 3:16

ସେତବେେଳେ ଯୋହନ ସମାନଙ୍କେୁ କହିଲେ, ମୁଁ ତ ତୁମ୍ଭମାନଙ୍କୁ ଜଳ ରେ ବାପ୍ତିଜିତ କରୁଛି, କିନ୍ତୁ ମାେ' ଠାରୁ ଅଧିକ ଶକ୍ତିଶାଳୀ ଜଣେ ଆସୁଛନ୍ତି। ତାହାଙ୍କର ୟୋତାର ଫିତା ଫିଟାଇବାକୁ ମଧ୍ଯ ମୁଁ ଯୋଗ୍ଯ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନି ଦ୍ବାରା ବାପ୍ତିଜିତ କରିବେ।

ଲୂକଲିଖିତ ସୁସମାଚାର 9:48

ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।

ଲୂକଲିଖିତ ସୁସମାଚାର 10:23

ତା'ପରେ ଯୀଶୁ ଶିଷ୍ଯମାନଙ୍କ ଆଡକୁ ମୁହଁ ବୁଲାଇଲେ। ଯୀଶୁଙ୍କ ସହିତ ସଠାେରେ କବଳେ ତାହାଙ୍କ ଶିଷ୍ଯମାନେ ରହିଥିଲେ। ଯୀଶୁ କହିଲେ, ତୁମ୍ଭମାନେେ ଧନ୍ଯ, ଯେ ହତେୁ ତୁମ୍ଭମାନେେ ଏହିସବୁ ବିଷୟ ଦେଖିଲ।

ଏଫିସୀୟଙ୍କ ପ୍ରତି ପତ୍ର 3:8

ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।

କଲସୀୟଙ୍କ ପ୍ରତି ପତ୍ର 1:25

ପରମେଶ୍ବର ମାେତେ ମଣ୍ଡଳୀର ଜଣେ ସବେକ ହବୋ ପାଇଁ ଏକ ବିଶଷେ କାମ ଦଇେଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାୟ୍ଯ କରୁଛି। ମାେ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ବରଙ୍କ ଶିକ୍ଷା ପ୍ରଦାନ କରିବା।

ଏବ୍ରୀ 11:39

ଏହି ସମସ୍ତ ଲୋକମାନେ ନିଜର ବିଶ୍ବାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କହେି ହେଲ ପରମେଶ୍ବରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ।

ପିତରଙ୍କ ପ୍ରଥମ ପତ୍ 1:10

ଭବିଷ୍ଯଦ୍ ବକ୍ତାମାନେ ମନୋୟୋଗ ସହକା ରେ ଅଧ୍ଯୟନ କରି ଏହି ଉଦ୍ଧାର ବିଷୟ ରେ ଜାଣିବା ପାଇଁ ଚେଷ୍ଟା କଲେ। ସହେି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପ୍ରତି ଆଗତ ଅନୁଗ୍ରହ ବିଷୟ ରେ କହିଥିଲେ।

Interlinear

Choose Theme