ଅତଏବ ପରମେଶ୍ବରଙ୍କ ବଳିଷ୍ଠ ହାତ ତଳେ ନିଜକୁ ନମ୍ର କର। ତା ହେଲେ ଠିକ୍ ସମୟ ଉପସ୍ଥିତ ହେଲେ ସେ ତୁମ୍ଭକୁ ଉନ୍ନତ କରିବେ।
Cross references
କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ଯ ହାତର ଶକ୍ତି ବିନା ମିଶରର ରାଜାଙ୍କୁ ଜବରଦସ୍ତ କରାଗଲେ ମଧ୍ଯ, ତୁମ୍ଭମାନଙ୍କୁ ୟିବାକୁ ଦବନୋହିଁ।
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହିନ୍ତି, ' କେତେ ଦିନ ତୁମ୍ଭେ ମାେତେ ଅମାନ୍ଯ କରିବ? ମାରେ ଲୋକମାନଙ୍କୁ ୟିବାକୁ ଦିଅ ଓ ସମାନଙ୍କେୁ ମାରେ ଉପାସନା କରିବାକୁ ଦିଅ।
କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।
ଆଉ ମଧ୍ଯ ସମାନେେ ଆମ୍ଭର ପ୍ରତିକୂଳାଚରଣ କରିବା ହତେୁ ଆମ୍ଭେ ମଧ୍ଯ ସମାନଙ୍କେର ପ୍ରତିକୂଳାଚରଣ କଲୁ। ସମାନଙ୍କେୁ ସମାନଙ୍କେ ଶତୃଗଣର ଦେଶରୁ ଆଣିଲୁ, ଏହା ସମାନେେ ସ୍ବୀକାର କରିବେ। ତହିଁରେ ଯବେେ ସମାନଙ୍କେ ଦୃଦଯ ନମ୍ର ହବେ ଓ ସମାନେେ ନିଜନିଜ ଅପରାଧର ଦଣ୍ତ ଗ୍ରହଣ କରିବେ।
ମୁ ପ୍ରତିଶାଧେ ନବେି। ମୁ ସମାନଙ୍କେର ପ୍ରାପ୍ଯ ଦବେି। ସମାନଙ୍କେର ପାଦ ଖସିୟିବା ପର୍ୟ୍ଯନ୍ତ ଅପେକ୍ଷା କରିବି। ସମାନଙ୍କେର ଅସକ୍ସ୍ଟବିଧାର ସମୟ ନିକଟ ହାଇେ ଆସକ୍ସ୍ଟଛି।'
ଆହାବ୍ ତା'ର କୁକର୍ମ ବିଷଯ ରେ ଅନୁତାପ କରି ମାେ ସମ୍ମୁଖ ରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହତେୁ ମୁଁ ବର୍ତ୍ତମାନ ତା'ର ଜୀବନ ରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ୟ୍ଯଯ ଆଣିବି।
ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'
ଏହାପରେ ଇଶ୍ରାୟେଲର ନେତାଗଣ ଓ ରାଜା ରିହବିଯାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସମାନେେ କହିଲେ, ସଦାପ୍ରଭୁ ଠକ୍ କହିଅଛନ୍ତି।
ରିହବିଯାମ୍ ଯେତବେେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିଯାମଙ୍କଠାରୁ ଆପଣା କୋର୍ଧ ଫରୋଇ ନଇଗେଲେ। ତେଣୁ ସଦାପ୍ରଭୁ ରିହବିଯାମ୍ଙ୍କୁ ସମ୍ପୂର୍ଣ୍ଣରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।
କିନ୍ତୁ ହିଜକିଯ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନେ ସମାନଙ୍କେର ହୃଦଯ ଓ ଜୀବନକୁ ପରିବର୍ତ୍ତିତ କଲେ। ସମାନେେ ନିଜକୁ ନମ୍ର କଲେ ଓ ଆଉ ଗର୍ବ କଲେ ନାହିଁ। ତେଣୁ ହିଜକିଯ ଜୀବିତ ଥିବା ପର୍ୟ୍ଯନ୍ତ ସଦାପ୍ରଭୁ ସମାନଙ୍କେ ଉପରେ କୋରଧ କଲେ।
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
ମନଃଶିଙ୍କ ପ୍ରାର୍ଥନା ଓ ପରମେଶ୍ବର କିପରି ତାଙ୍କର ପ୍ରାର୍ଥନା ଶୁଣିଲେ ଓ ତାଙ୍କ ନିମନ୍ତେ ଦୁଃଖିତ ହେଲେ, ତାହା 'ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ' ରେ ଲଖାୟୋଇଅଛି। ମନଃଶିର ସମସ୍ତ ପାପ ଓ ମନ୍ଦକର୍ମ ଏବଂ ସହେି ଉଚ୍ଚସ୍ଥାନଗୁଡ଼ିକ ଯାହା ସେ ନିର୍ମାଣ କରିଥିଲେ, ଆଶରୋ ସ୍ତମ୍ଭମାନ ଏବଂ ମୂର୍ତ୍ତିଗୁଡ଼ିକ ଯାହା ସେ ପୂର୍ବରୁ ସ୍ଥାପନ କରିଥିଲେ ଓ ସମ୍ମାନ କରିଥିଲେ, ସହେିସବୁ ଭବିଷ୍ଯତ୍ବକ୍ତାମାନଙ୍କ ପୁସ୍ତକ ରେ ଲଖାୟୋଇଅଛି।
ଆମାେନ୍ ତାଙ୍କର ପିତା ମନଃଶିଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ନିଜକୁ ନମ୍ର କଲେ ନାହିଁ। କିନ୍ତୁ ଆମାେନ୍ ଆହୁରି ଅଧିକରୁ ଅଧିକ ପାପ କଲେ।
ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ ନାହିଁ। ଭବିଷ୍ଯତ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିଯ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।
ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ୍। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
ତୁମ୍ଭର ନାମ ସମାନଙ୍କେୁ ଦିନସାରା ଆନନ୍ଦ ପ୍ରଦାନ କରେ। ସମାନେେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।
ଗର୍ବିତ ମାନବ ଅହଙ୍କାର କରିବ ନାହିଁ। ସହେି ଅହଙ୍କାରୀଗଣ ଲଜ୍ଜା ରେ ଅବନତ ହବେେ। ମାତ୍ର ସେତବେେଳେ ସଦାପ୍ରଭୁ ସ୍ଥିର ଓ ଉନ୍ନତ ରହିବେ।
ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।
କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ବର, ସହେି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି ; ଆମ୍ଭେ ଉର୍ଦ୍ଧ୍ବ ଓ ପବିତ୍ର ସ୍ଥାନ ରେ ବାସ କରୁ। ଆଉ ମଧ୍ଯ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନିମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।
ତୁମ୍ଭେ ରାଜାଙ୍କୁ ଓ ରାଣୀଙ୍କୁ କୁହ, ତୁମ୍ଭମାନେେ ନିଜକୁ ନମ୍ର କର, କାରଣ ତୁମ୍ଭମାନଙ୍କର ରାଜମୁକୁଟ ମସ୍ତକରୁ ଭୂପତିତ ହାଇେଅଛି।
ଏପରିକି ଏବେ ମଧ୍ଯ ସମାନେେ ବିନଯୀ ହାଇେ ନାହାଁନ୍ତି କିଅବା ଆମ୍ଭପ୍ରତି ଭକ୍ତିଭାବ ଦଖାଇେ ନାହାଁନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦଇେଥିବା ବିଧି ଓ ବ୍ଯବସ୍ଥା ଅନୁସାରେ ସମାନେେ ଆଚରଣ କରି ନାହାଁନ୍ତି।
ଏବଂ ତା'ର ସମସ୍ତ ସୈନ୍ଯ ଖଡ୍ଗ ଦ୍ବାରା ହତ ହବେେ ଯେତବେେଳେ ସମାନେେ ଦୌଡ଼ି ପଳାଇବେ ଏବଂ ଯେ କହେି ବଞ୍ଚିବେ ମୁଁ ପବନ ରେ ଛିନ୍ନଛତ୍ର କରିବି। ମୁଁ ସଦାପ୍ରଭୁ ଏବଂ ମୁଁ ଏହିସବୁ କହିଅଛି।
ପରମେଶ୍ବର ପୁଣି କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ବାସ ଛାଡ଼। ପୁଣି ଆପଣା କଟୀ ଭାଙ୍ଗି ମନସ୍ତାପ ପୂର୍ବକ ସମାନଙ୍କେ ସମ୍ମୁଖ ରେ ଦୀର୍ଘନିଃଶ୍ବାସ ଛାଡ଼ିବ।
କିନ୍ତୁ ବଲେଟ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ଯ ଆପଣଙ୍କ ଅନ୍ତଃକରଣକୁ ନମ୍ର କରିନାହାଁନ୍ତି।
ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାୟିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାୟିବ।
ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
ମୁଁ ତୁମ୍ଭମାନଙ୍କୁ କହୁଛି, 'ଏହି ଲୋକଟି ଯେତବେେଳେ ତା'ର ପ୍ରାର୍ଥନା ଶଷେ କରି ତା' ଘରକୁ ଫରେିଗଲା, ସେ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ , ସେ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ ବୋଲି ଭାବେ, ତାକୁ ହୀନ କରି ଦିଆୟିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ କରାୟିବ।'
ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।
ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !
ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରି ଦଇେଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ବର ସମସ୍ତ ଲୋକଙ୍କର ଉଦ୍ଧାର ଚାହାଁନ୍ତି।
ଉଚିତ ସମୟରେ ପରମେଶ୍ବର ସହେି ଜୀବନ ବିଷୟ ରେ ସଂସାରକୁ ଜଣାଇଲେ। ପ୍ରଚାର ଦ୍ବାରା ପରମେଶ୍ବର ଜଗତକୁ କହିଲେ। ପରମେଶ୍ବର ମାେତେ ସହେି କାମର ଦାଯିତ୍ବ ଦେଲେ। ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର ଆଦେଶ ଦଇେଥିବାରୁ ମୁଁ ସଗେୁଡ଼ିକର ପ୍ରଚାର କଲି।
ଯଦି ଜଣେ ବିଶ୍ବାସୀ ଗରିବ ହାଇେଥାଏ, ତବେେ ପରମେଶ୍ବର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ।
ପ୍ରଭୁଙ୍କ ଆଗ ରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସମାନେେ ଅନକେ ଯାତନା ସହି ଥିଲେ ହେଁ ର୍ଧୈୟ୍ଯବାନ ଥିଲେ।