ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।
Cross references
ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ, ୟାକକ୍ସ୍ଟବ ତାଙ୍କର ଅଧିକାରର ବାଣ୍ଟ।
ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସମାନେେ ସମସ୍ତେ ଭାଗ୍ଯଶାଳୀ ଅଟନ୍ତି। କାରଣ ପରମେଶ୍ବର ସମାନଙ୍କେୁ ସ୍ବତନ୍ତ୍ର ଭାବରେ ବିବଚେନା କରନ୍ତି।
ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ। ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ ଏବଂ ସିଯୋନ୍ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
ଏବଂ ତୁମ୍ଭମାନେେ ଦୁର୍ବଳ ମାନଙ୍କୁ ସବଳ କରି ନାହଁ ଓ ପୀଡିତ ମାନଙ୍କର ଚିକିତ୍ସା କରି ନାହିଁ, ଆହତ ମଷେମାନଙ୍କର କ୍ଷତସ୍ଥାନ ରେ ପଟି ବାନ୍ଧି ନାହଁ। ବିତାଡ଼ିତ ମଷେମାନଙ୍କୁ ଫରୋଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖାଜେିଲ ନାହିଁ। କିନ୍ତୁ ତୁମ୍ଭମାନେେ ବଳ ରେ ଓ ନିଷ୍ଠୁର ଭାବରେ ସମାନଙ୍କେୁ ଶାସନ କରିଅଛ।
ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।
ଯୀଶୁ ସବୁ ଶିଷ୍ଯଙ୍କୁ ଏକାଠି ଡ଼ାକି କହିଲେ, ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସମାନଙ୍କେ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ଯ ଜାଣ ଯେ, ସମାନଙ୍କେର ମହତ୍ତ୍ବପୂର୍ଣ୍ଣ ନେତାମାନେ ସମାନଙ୍କର କତ୍ତୃର୍ତ୍ବ ସମାନଙ୍କେ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି।
କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।
ଯୀଶୁ ସମସ୍ତ ପ୍ ରରେିତମାନଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ କହିଲେ, ଅଣଯିହୂଦୀମାନଙ୍କ ଭିତ ରେ ଅନକେ ଲୋକ ଅଛନ୍ତି, ଯେଉଁମାନଙ୍କୁ ସମାନେେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ବ ଦଖାଇବୋକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ବପୂର୍ଣ୍ଣ ନେତାମାନେ ମଧ୍ଯ ଲୋକଙ୍କ ଉପରେ ତାହାଙ୍କର ଅଧିକର ସାବ୍ଯସ୍ତ କରିବାକୁ ଭଲ ପାଆନ୍ତି।
ସମାନଙ୍କେ ମଧିଅରେ ସବୁଠାରୁ କିଏ ଶ୍ ରେଷ୍ଠ ପ୍ ରରେିତମାନେ ସହେି ବିଷୟ ରେ ପରସ୍ପର ମଧିଅରେ ବାଦାନୁବାଦ କରିବାକୁ ଲାଗିଲେ।
ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
ଆପଲ୍ଲ କ'ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି ? ନା! ଆମ୍ଭେ କବଳେ ପ୍ରଭୁଙ୍କର ସବେକ ଅଟୁ। ଆମ୍ଭେ ତାହାଙ୍କଠା ରେ ବିଶ୍ବାସ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛୁ। ପ୍ରଭୁଙ୍କ ଦ୍ବାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପୂର୍ଣ୍ଣ କରିଛୁ।
ଆମ୍ଭମାନେେ ଏକତ୍ର ମିଳି ପରମେଶ୍ବରଙ୍କ ନିମନ୍ତେ କାର୍ୟ୍ଯ କରୁଛୁ, ଓ ତୁମ୍ଭମାନେେ ପରମେଶ୍ବରଙ୍କର ଚାଷଜମି ଅଟ।
କିନ୍ତୁ ପ୍ରଭୁଙ୍କ ଦୃଷ୍ଟି ରେ, ପୁରୁଷ ଠାରୁ ସ୍ତ୍ରୀ ସ୍ବତନ୍ତ୍ର ନୁହେଁ, ଓ ସ୍ତ୍ରୀ ଠାରୁ ପୁରୁଷ ସ୍ବତନ୍ତ୍ର ନୁହେଁ।