Home Bibles ☰ Books ଲୂକଲିଖିତ ସୁସମାଚାର 22:26 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:26 · ଓଡ଼ିଆ ବାଇବେଲ

କିନ୍ତୁ ତୁମ୍ଭମାନେେ ସମାନଙ୍କେ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧିଅରେ ଯେଉଁ ଲୋକ ସବୁଠାରୁ ବଡ, ସେ ସବୁଠାରୁ େଛାଟ ହବୋ ଉଚିତ୍। ନେତା ସବେକ ଭଳି ହବୋ ଉଚିତ୍।

Cross references

ମାଥିଉଲିଖିତ ସୁସମାଚାର 18:3

ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

ମାଥିଉଲିଖିତ ସୁସମାଚାର 23:8

କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।

ମାର୍କଲିଖିତ ସୁସମାଚାର 9:35

ଯୀଶୁ ବସିପଡିଲେ ଓ ବାରଜଣ ପ୍ ରରେିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, ଯଦି କହେି ସବୁଠାରୁ ବଡ ହବୋକୁ ଚା ହେଁ ତବେେ ସେ ଅନ୍ୟ ସମସ୍ତଙ୍କୁ ତା' ନିଜ ଅପେକ୍ଷା ବଡ ମନେ କରୁ ଓ ସମସ୍ତଙ୍କର ସବୋ କରୁ।

ଲୂକଲିଖିତ ସୁସମାଚାର 9:48

ସେ ଶିଷ୍ଯମାନଙ୍କୁ କହିଲେ, ଯଦି କୌଣସି ଲୋକ ଏହିଭଳି େଛାଟ ପିଲାକୁ ମାେ ନାମ ରେ ଗ୍ରହଣ କରେ, ତାହାହେଲେ ସେ ମାେତେ ଗ୍ରହଣ କରେ। ଆଉ ଯେଉଁ ଲୋକ ମାେତେ ଗ୍ରହଣ କରେ, ସେ ମାେତେ ପଠାଇଥିବା ପରମେଶ୍ବରଙ୍କୁ ଗ୍ରହଣ କରେ। ଏଣୁ ତୁମ୍ଭମାନଙ୍କ ମଧିଅରେ ଯେଉଁଲୋକ ସବୁଠାରୁ ନମ୍ର, ସେ ହେଉଛି ସବୁଠାରୁ ଶ୍ ରେଷ୍ଠ।

ରୋମୀୟଙ୍କ ପ୍ରତି ପତ୍ର 12:2

ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।

ପିତରଙ୍କ ପ୍ରଥମ ପତ୍ 5:3

ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।

ପିତରଙ୍କ ପ୍ରଥମ ପତ୍ 5:5

ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

ଯୋହନଙ୍କ ତୃତୀୟ ପତ୍ର 1:9

ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସଠାେରେ ନେତା ହାଇେ ରହିବା ପାଇଁ ଚା ହେଁ।

Interlinear

Choose Theme