Home Bibles ଲୂକଲିଖିତ ସୁସମାଚାର 3:33 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 3:33 · ଓଡ଼ିଆ ବାଇବେଲ

ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।

Cross references

ଆଦି ପୁସ୍ତକ 29:35

ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

ଆଦି ପୁସ୍ତକ 38:29

ମାତ୍ର ସେ ଆପଣା ହସ୍ତ ଟାଣି ନିଅନ୍ତେ, ଦେଖ ତାହାର ଭ୍ରାତା ଭୂମିଷ୍ଠ ହେଲା, ତହିଁରେ ଧାତ୍ରୀ କହିଲା, ତୁମ୍ଭେ ଜାରେ କରି ଭଦେ କରିଅଛ। ତେଣୁ ତା'ର ନାମ ପରେସ୍।

ଆଦି ପୁସ୍ତକ 46:12

ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

ଆଦି ପୁସ୍ତକ 49:8

ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।

ଗଣନା ପୁସ୍ତକ 26:20

ସରହଠାରୁେ ସରହେୀଯ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶ ରେ ହତ୍ଯା କରାୟାଇଥିଲେ।

ରୂତର ବିବରଣ 4:12

ସଦାପ୍ରଭୁ ଏହି ୟକ୍ସ୍ଟବତୀ ଦ୍ବାରା ତୁମ୍ଭକୁ ଯେଉଁ ସନ୍ତାନ ଦବେେ, ତାହା ଦ୍ବାରା ତୁମ୍ଭର ବଂଶ ତାମର ଗର୍ଭ ରେ ୟକ୍ସ୍ଟହକ୍ସ୍ଟଦା ରେ ଜନ୍ମିତ ପରେସର ବଂଶ ତକ୍ସ୍ଟଲ୍ଯ ହେଉ।

ରୂତର ବିବରଣ 4:19

ହିଷ୍ରୋଣର ପକ୍ସ୍ଟତ୍ର ଅରାମ ଓ ଅରାମର ପକ୍ସ୍ଟତ୍ର ଅମ୍ମୀନାଦବ,

ପ୍ରଥମ ବଂଶାବଳୀ 2:4

ଯିହୁଦାଙ୍କର ପୁତ୍ରବଧୂ ତାମର ପରେସ ଓ ସରହଙ୍କେୁ ଜନ୍ମ ଦଲୋ। ଏହିପରି ଯିହୁଦାଙ୍କର ପାଞ୍ଚ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 2:9

ହିଷ୍ରୋଣଙ୍କର ପୁତ୍ରମାନେ ଥିଲେ ୟିରହମଲେ, ରାମ୍ ଓ କାଲୁବାଯ।

ପ୍ରଥମ ବଂଶାବଳୀ 9:4

ଊଥଯ ଅମ୍ମୀହୂଦ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପରେସ୍ଙ୍କ ଜଣେ ବଂଶଧର ଥିଲେ। ପରେସ୍ ଯିହୁଦାଙ୍କ ପୁତ୍ର ଥିଲେ।

ମାଥିଉଲିଖିତ ସୁସମାଚାର 1:2

ଅବ୍ରହାମ ଇସ୍ହାକଙ୍କ ବାପା

Interlinear

Choose Theme