Cross references
ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।
ୟିହୂଦାର ବିଭାଗ ଛାଉଣୀ ସ୍ଥାପନ କରିବେ ତାଙ୍କ ଧ୍ବଜା ସହିତ ପୂର୍ବଦିଗର ସୂୟ୍ଯର୍ୋଦଯ ଆଡେ, ପୁଣି ଅମ୍ମୀନାଦବର ପୁତ୍ର ନ ହଶାେନ ଯିହୁଦାର ଲୋକମାନଙ୍କର ନେତା ହବେ।
ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।
ପରେସର ବଂଶାବଳୀ ଏହି ପ୍ରକାର, ପରେସର ପକ୍ସ୍ଟତ୍ର ହିଷ୍ରୋଣ,
ଶାଉଲ ତାଙ୍କୁ ପଚାରିଲେ, ହେ ୟକ୍ସ୍ଟବକ ତୁମ୍ଭେ କାହାର ପକ୍ସ୍ଟଅ?
ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।
ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।
ରାମ୍ ଅମ୍ମୀନାଦବଙ୍କର ପିତା ଥିଲେ ଓ ଅମ୍ମୀନାଦବ ଯିହୁଦାର ପରିବାରବର୍ଗ ମୁଖ୍ଯ ନ ହଶାେନଙ୍କର ପିତା ଥିଲେ।
ବୋୟଜ ଓବଦଙ୍କେର ପିତା ଥିଲେ। ଓବଦେ ୟିଶୀଙ୍କର ପିତା ଥିଲେ।
ୟିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶଷେ ହୁଏ।
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
ୟିହୂଦା, ଫରେସ ଓ ସରହଙ୍କେ ବାପା।
ଶାଉଳଙ୍କୁ ବାହାର କରି ଦଲୋପରେ ପରମେଶ୍ବର ଦାଉଦଙ୍କୁ ସମାନଙ୍କେ ରାଜା ଭାବରେ ମନୋନୀତ କଲେ। ପରମେଶ୍ବର ଦାଉଦଙ୍କ ବିଷୟ ରେ ସାକ୍ଷ୍ଯ ଦଇେ କହିଲେ, 'ମୁଁ ମାରେ ମତ ଅନୁସାରେ ୟିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମାେ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।'