Home Bibles ଆଦି ପୁସ୍ତକ 46:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 46:12 · ଓଡ଼ିଆ ବାଇବେଲ

ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

Cross references

ଆଦି ପୁସ୍ତକ 29:35

ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

ଆଦି ପୁସ୍ତକ 38:1

ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

ଆଦି ପୁସ୍ତକ 38:3

ସହେି ସ୍ତ୍ରୀ ଏକ ସନ୍ତାନକୁ ଜନ୍ମ ଦଲୋ। ସେ ତା'ର ନାମ ଦେଲେ ଏର।

ଆଦି ପୁସ୍ତକ 38:4

ଏହାପରେ ସେ ଆଉ ଏକ ପୁତ୍ର ଜନ୍ମ ଦେଲେ। ଏବଂ ତା'ର ନାମ ରଖିଲେ ଓନନ୍।

ଆଦି ପୁସ୍ତକ 38:5

ଏହାପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ ଏବଂ ତା'ର ନାମ ଦେଲେ ଶଲୋ। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବ ରେ ଥିଲା।

ଆଦି ପୁସ୍ତକ 38:7

କିନ୍ତୁ ସଦାପ୍ରଫୁ ଦେଖିଲେ ଯେ, ଯିହୁଦାର ପ୍ରଥମଜାତ ଏର ଦୁଷ୍ଟ ଥିଲା। ତେଣୁ ସେ ତାଙ୍କୁ ବିନାଶ କଲେ।

ଆଦି ପୁସ୍ତକ 38:10

ଏଥି ରେ ସଦାପ୍ରଭୁ କ୍ରୋଧିତ ହେଲେ ଓ ଓନନକୁ ମାରି ଦେଲେ।

ଆଦି ପୁସ୍ତକ 38:24

ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।

ଆଦି ପୁସ୍ତକ 38:30

ଏହାପରେ ଅନ୍ୟ ପିଲାଟି ଜନ୍ମ ନଲୋ, ଏହି ପିଲାଟିର ହସ୍ତ ରେ ସିନ୍ଦୁର ବର୍ଣ୍ଣ ତା'ର ହାତ ରେ ଥିଲା, ସେ ତା'ର ନାମ ସରହେ ଦେଲେ।

ଆଦି ପୁସ୍ତକ 49:8

ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।

ଗଣନା ପୁସ୍ତକ 1:7

ଯିହୁଦା ପରିବାରବର୍ଗର, ଅମ୍ମୀନାଦବର ପୁତ୍ର ନ ହଶାେନ।

ଗଣନା ପୁସ୍ତକ 1:26

ଯିହୁଦା ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତକରାଗଲା।

ଗଣନା ପୁସ୍ତକ 26:19

ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶଲୋଠାରୁ ଶଲୋଯୀଯ ଗୋଷ୍ଠୀ, ପରେସଠାରୁ ପରେସୀଯ ଗୋଷ୍ଠୀ;

ଗଣନା ପୁସ୍ତକ 26:21

ଏହି ସକଳ ସନ୍ତାନଗଣ ହେଲେ ପରେସ ଗୋଷ୍ଠୀ:ହିଷ୍ରୋଣଠାରୁ ହିଷ୍ରୋଣୀଯ ଗୋଷ୍ଠୀ; ହାମୂଲଠାରୁ ହାମୂଲୀଯ ଗୋଷ୍ଠୀ।

ଦିତୀୟ ବିବରଣ 33:7

ୟିହକ୍ସ୍ଟଦାଙ୍କ ପ୍ରତି ଆଶୀର୍ବାଦ ଏହି, ହେ ସଦାପ୍ରଭୁ, ୟିହକ୍ସ୍ଟଦା ଯେତବେେଳେ ସାହାୟ୍ଯ ପ୍ରାର୍ଥନା କରିବ ତାଙ୍କୁ ସାଦାୟ୍ଯ କର। ତା'ର ନିଜ ଲୋକଙ୍କ ନିକଟକକ୍ସ୍ଟ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତୃମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାୟ୍ଯ କର।

ବିଚାରକର୍ତାମାନଙ୍କ ବିବରଣ 1:2

ସଦାପ୍ରଭୁ ଇଶ୍ରାୟେଲୀୟଙ୍କୁ କହିଲେ, ସର୍ବପ୍ରଥମେ ୟିହକ୍ସ୍ଟଦାର ପରିବାରବର୍ଗ ୟିବ। ମୁ ସମାନଙ୍କେୁ ସହେି ଭୂମି ଦବୋକକ୍ସ୍ଟ ଅନକ୍ସ୍ଟମତି ଦବେି।

ପ୍ରଥମ ବଂଶାବଳୀ 2:1

ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ

ପ୍ରଥମ ବଂଶାବଳୀ 2:3

ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶଲୋ, ବତ୍ଶୂଯା। ସମାନଙ୍କେର ମାତା ବତ୍ଶୂଯା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏଲ୍ ଅତ୍ଯନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ଯା କଲେ।

ପ୍ରଥମ ବଂଶାବଳୀ 2:5

ପରେସଙ୍କର ପୁତ୍ରମାନେ ଥିଲେ ହିଷ୍ରୋଣ୍, ଓ ହାମୂଲ।

ପ୍ରଥମ ବଂଶାବଳୀ 3:1

ଦାଉଦଙ୍କର କେତାଟେି ପୁତ୍ର ହିବ୍ରୋଣ ସହର ରେ ଜନ୍ମ ହାଇେଥିଲେ। ଦାଉଦଙ୍କ ପୁତ୍ରମାନଙ୍କର ତାଲିକା ଏହି ପ୍ରକାର ରେ ଥିଲା :

ପ୍ରଥମ ବଂଶାବଳୀ 4:1

ଯିହୁଦାଙ୍କର ପୁତ୍ରଗଣଙ୍କ ତାଲିକା ଏହିପରି ଅଟେ। ସମାନେେ ଥିଲେ ପରେସ, ହିଷ୍ରୋଣ, କର୍ମି, ହୂର ଓ ଶାେବଲ୍।

ପ୍ରଥମ ବଂଶାବଳୀ 4:21

ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।

ପ୍ରଥମ ବଂଶାବଳୀ 5:2

ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା।

ପ୍ରଥମ ବଂଶାବଳୀ 9:4

ଊଥଯ ଅମ୍ମୀହୂଦ୍ଙ୍କ ପୁତ୍ର ଥିଲେ। ଅମ୍ମୀହୂଦ୍ ଅମ୍ରିଙ୍କ ପୁତ୍ର ଥିଲେ। ଅମ୍ରି ଇମ୍ରିଙ୍କ ପୁତ୍ର ଥିଲେ। ଇମ୍ରି ବାନିଙ୍କ ପୁତ୍ର ଥିଲେ। ବାନି ପରେସ୍ଙ୍କ ଜଣେ ବଂଶଧର ଥିଲେ। ପରେସ୍ ଯିହୁଦାଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 9:6

ୟିରୁଶାଲମ ରେ ବାସ କରୁଥିବା ସରହରେ ଲୋକମାନେ ଥିଲେ, ୟୁଯଲେ ଓ ତାଙ୍କର ଆତ୍ମୀଯମାନେ। ସମାନେେ ସମୁଦାଯ 690 ଜଣ ଥିଲେ।

ନିହିମିୟା 11:24

ଯିହୁଦାର ପୁତ୍ର ସରହରେ ବଂଶଜାତ ମଶଷେବଲରେ ପୁତ୍ର ପଥାହିଯ ଲୋକମାନଙ୍କ ସମସ୍ତ କାର୍ୟ୍ଯ ବିଷଯ ରେ ରାଜାଙ୍କୁ ଉପଦେଶ ଦେଲେ।

ଗୀତସଂହିତା 78:68

ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।

ମାଥିଉଲିଖିତ ସୁସମାଚାର 1:1

ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ ଏହିପରି। ସେ ଦାଉଦଙ୍କ ପୁତ୍ର। ଦାଉଦ ଅବ୍ରହାମଙ୍କ ବଂଶଧର।

ଏବ୍ରୀ 7:14

କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:5

କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।

Interlinear

Choose Theme