Home Bibles ଲୂକଲିଖିତ ସୁସମାଚାର 3:34 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 3:34 · ଓଡ଼ିଆ ବାଇବେଲ

ୟିହୂଦା ଯାକୁବଙ୍କ ପୁତ୍ର।

Cross references

ଆଦି ପୁସ୍ତକ 11:24

ନାହାରକେୁ ଅଣତିରିଶ ବର୍ଷ ବଯସ ରେ ତରହକେୁ ଜନ୍ମ ଦେଲେ।

ଆଦି ପୁସ୍ତକ 21:3

ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା'ର ନାମ ଦେଲେ ଇସ୍ହାକ,

ଆଦି ପୁସ୍ତକ 25:26

ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।

ଯିହୋଶୂୟ 24:2

ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।

ପ୍ରଥମ ବଂଶାବଳୀ 1:24

ତେଣୁ ଶମଙ୍କେର ବଂଶଧରଗଣ ଥିଲେ : ଶମେ, ଅର୍ଫକ୍ଷଦ, ଶଲହେ ;

ପ୍ରଥମ ବଂଶାବଳୀ 1:34

ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ।

ମାଥିଉଲିଖିତ ସୁସମାଚାର 1:2

ଅବ୍ରହାମ ଇସ୍ହାକଙ୍କ ବାପା

ରେରିତମାନଙ୍କ କାର୍ଯ୍ୟର ବିବରଣ 7:8

ଏହିପରି ପରମେଶ୍ବର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚ଼ିହ୍ନ ପ୍ରଦାନ କଲେ। ସେ ୟିସ୍ହାକଙ୍କର ପିତା ହେଲେ। ୟିସ୍ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ୟିସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।

Interlinear

Choose Theme