Cross references
ସାରା ଗର୍ଭବତୀ ହାଇେ ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ବରଙ୍କ ନିରୁପିତ ସମୟରେ ଘଟିଲା।
ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।
ଲୟୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବନ୍େ ଦେଲେ। ଲୟୋ ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, ସଦାପ୍ରଭୁ ମାରେ ଦୁଃଖ ଦେଖି ଅଛନ୍ତି। ମାରେ ସ୍ବାମୀ ମାେତେ ଭଲ ପାଇବେ।
ଏହାପରେ ବିଲହା ଗର୍ଭବତୀ ହାଇେ ପିଲାଜନ୍ମ କଲା।
ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
ମିଶର ଦେଶକୁ ଆଗତ ଇଶ୍ରାୟେଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ।
ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।
ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ।
ଅବ୍ରହାମ୍ ଇସହାକଙ୍କର ପିତା ଥିଲେ। ସହେି ଇସହାକଙ୍କର ପୁତ୍ରମାନେ ଥିଲେ : ଏଷୌ ଓ ଇଶ୍ରାୟେଲ।
ଇଶ୍ରାୟେଲଙ୍କର ପୁତ୍ରମାନେ ଥିଲେ ରୁବନ୍େ,ଶିମିଯୋନ, ଲବେୀ, ଯିହୁଦା, ଇଷାଖର, ସବୂଲୂନ
ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।
ହେ ମାରେ ଦାସ ଇଶ୍ରାୟେଲ, ମାରେ ମନୋନୀତ ଯାକୁବ ଓ ମାରେ ବନ୍ଧୁ ଅବ୍ରହାମର ପରିବାରବର୍ଗ।
ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତବେେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ବାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।
ସଦାପ୍ରଭୁ କହିଲେ, ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ ରମେ କରିଅଛୁ।
ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।
ଏହିପରି ପରମେଶ୍ବର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚ଼ିହ୍ନ ପ୍ରଦାନ କଲେ। ସେ ୟିସ୍ହାକଙ୍କର ପିତା ହେଲେ। ୟିସ୍ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ୟିସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।
ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।
କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।
ପରମେଶ୍ବର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ବର କହିଥିଲେ ଯେ, ଇସ୍ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ବାସ ଥିବାରୁ ସେ ତାହା ମାନିଲେ। ପରମେଶ୍ବରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ।
ଯିହୂଦା ପରିବାରବର୍ଗରୁ 12,000, ରୁବେନ ପରିବାରବର୍ଗରୁ 12,000, ଗାଦ୍ ପରିବାରବର୍ଗରୁ 12,000