Home Bibles ଲେବୀୟ ପୁସ୍ତକ 6:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 6:10 · ଓଡ଼ିଆ ବାଇବେଲ

ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍‌ବା ରେ ରଖିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 28:39

ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ର ରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ର ରେ ପ୍ରସ୍ତୁତ କରିବ। ପୁଣି କଟୀବନ୍ଧନ ସୂଚୀକର୍ମ ଦ୍ବାରା ଚିତ୍ର ବିଚିତ୍ର କରିବ।

ଯାତ୍ରା ପୁସ୍ତକ 39:27

ଏହାପରେ ସମାନେେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମ ସୂତ୍ର ଦ୍ବାରା ତନ୍ତୁବାଯ ନିର୍ମିତ ଜାମା ତିଆରି କଲେ।

ଲେବୀୟ ପୁସ୍ତକ 1:9

ମାତ୍ର ସହେି ଯାଜକ ଅନ୍ତ ଅଂଶ ଓ ଗୋଡ ଜଳ ରେ ଧୌତ କରିବେ ତା'ପରେ ଯାଜକ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହାମବେଳି ହବେ। ଏବଂ ତାହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 1:13

ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ ଜଳ ରେ ଧୌତ କରିବ। ତା'ପରେ ଯାଜକ ସମ୍ପୁର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ହବେ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନବୈେଦ୍ଯ।

ଲେବୀୟ ପୁସ୍ତକ 1:16

ସହେି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନଇେ ପୂର୍ବପାଶର୍‌ବସ୍ଥ ଭସ୍ମ ସ୍ଥାନ ରେ ନିକ୍ଷପେ କରିବ।

ଲେବୀୟ ପୁସ୍ତକ 2:11

ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 6:18

ହାରୋଣଙ୍କ ସନ୍ତାନଗଣଙ୍କ ମଧ୍ଯରୁ ପ୍ରେତ୍ୟକକ ପୁରୁଷ ତାହା ଭୋଜନ କରିବ। ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ନବୈେଦ୍ଯ ସମାନେେ ଗ୍ରହଣ କରିବେ ଏକ ବିଧି ହବେ। ଯାହା କିଛି ଜିନିଷଗୁଡିକ ଏହାକୁ ସ୍ପର୍ଶ କରିବ ପବିତ୍ର ହବେ।

ଲେବୀୟ ପୁସ୍ତକ 6:22

ହାରୋଣଙ୍କ ପରେ ତାଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ଯେ ତାଙ୍କ ପଦ ରେ ଅଭିଷିକ୍ତ ଯାଜକ ହବେ, ସେ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦଗ୍ଧ କରାୟିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକା ରେ ତାହା ସଦାସର୍ବଦା କରାୟିବା ଉଚିତ୍।

ଲେବୀୟ ପୁସ୍ତକ 16:4

ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।

ଲେବୀୟ ପୁସ୍ତକ 21:22

ସେ ଆପଣା ପରମେଶ୍ବରଙ୍କର ମହାପବିତ୍ର ବା ପବିତ୍ର ରୋଟୀ ଭୋଜନ କରିବ।

ଗଣନା ପୁସ୍ତକ 16:21

ତୁମ୍ଭମାନେେ ଏହି ମଣ୍ତଳୀଠାରୁ ପୃଥକ ହୁଅ, ଆମ୍ଭେ ଏକ ନିମିଷ ରେ ସମାନଙ୍କେ ସଂହାର କରିବା।

ଗଣନା ପୁସ୍ତକ 16:35

ଏହାପରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହାଇେ ସହେି 250ଧୁପ ଉତ୍ସର୍ଗକାରୀଙ୍କୁ ଗ୍ରାସ କଲା।

ଗୀତସଂହିତା 20:3

ତୁମ୍ଭର ଉପହାର ସବୁ ୟାହା ତାଙ୍କ ଉଦ୍ଦେଶ୍ଯରେ ଅର୍ପିତ, ପରମେଶ୍ବର ତାକୁ ଗ୍ରହଣ କରନ୍ତୁ। ତୁମ୍ଭର ହାମବେଳୀକୁ ସେ ଗ୍ରହଣ କରନ୍ତୁ।

ଗୀତସଂହିତା 37:20

କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସହେି ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। ସମାନଙ୍କେର ଉପତ୍ୟକା ସବୁ ଶୁଖି ଜଳିୟିବ। ସମାନେେ ସୂର୍ଣ୍ଣ ଭାବେ ଧ୍ବଂସ ପାଇବେ।

ଯିହିଜିକଲ 44:17

ଯେତବେେଳେ ସମାନେେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସମାନେେ ନାଇଲନ୍ ପୋଷାକ ପିନ୍ଧିବେ, ଯେତବେେଳେ ସମାନେେ ମନ୍ଦିରର ଭିତର ପ୍ରାଙ୍ଗଣର ସବୋ କରନ୍ତି, ସମାନେେ ନିଶ୍ଚଯ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:13

ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:8

କନ୍ଯାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:14

ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।

Interlinear

Choose Theme