ହାରୋଣ ଜଳ ରେ ନିଜର ଶରୀରକୁ ଧେ ୗତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦହେ ରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟୀବନ୍ଧନୀ କଟି ରେ ବାନ୍ଧିବେ ଓ ଶୁଭ୍ର ପଗଡି ମୁଣ୍ଡ ରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।
Cross references
ତୁମ୍ଭର ଭାଇ ହାରୋଣଙ୍କ ପାଇଁ ପବିତ୍ର ବସ୍ତ୍ର ତିଆରି କର। ସହେି ବସ୍ତ୍ର ପିନ୍ଧିଲେ ସେ ସମ୍ମାନ ପାଇବେ ଓ ସୁନ୍ଦର ଦିଶିବେ।
ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ର ରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ର ରେ ପ୍ରସ୍ତୁତ କରିବ। ପୁଣି କଟୀବନ୍ଧନ ସୂଚୀକର୍ମ ଦ୍ବାରା ଚିତ୍ର ବିଚିତ୍ର କରିବ।
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।
ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲା ସମୟରେ ସମାନେେ ଧୋଇ ହବୋ ଉଚିତ୍, ଯାହାଫଳ ରେ ସମାନେେ ମରିବେ ନାହିଁ। ଆଉ ମଧ୍ଯ ସମାନେେ ଯାଜକର କର୍ମ କରିବା ନିମନ୍ତେ ଯେତବେେଳେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ବଦେୀ ପାଖକୁ ଯିବେ,
ଏହାପରେ ସମାନେେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମ ସୂତ୍ର ଦ୍ବାରା ତନ୍ତୁବାଯ ନିର୍ମିତ ଜାମା ତିଆରି କଲେ।
ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ସମାଗମ ତମ୍ବୁର ଦ୍ବାର ଦେଶକୁ ଆଣ। ତାଙ୍କୁ ପାଣି ରେ ସ୍ନାନ କରାଅ।
ଏହାପରେ ମାଶାେ ଏବଂ ହାରୋଣ ଓ ତାଙ୍କର ପୁତ୍ରଗଣ ନିଜ ନିଜ ହସ୍ତପଦ ପ୍ରକ୍ଷାଳନ କଲେ।
କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,
ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍ବା ରେ ରଖିବା ଉଚିତ୍।
ତା'ପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳ ରେ ସ୍ନାନ କରାଇଲେ।
ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।
କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।
ଯେତବେେଳେ ସମାନେେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସମାନେେ ନାଇଲନ୍ ପୋଷାକ ପିନ୍ଧିବେ, ଯେତବେେଳେ ସମାନେେ ମନ୍ଦିରର ଭିତର ପ୍ରାଙ୍ଗଣର ସବୋ କରନ୍ତି, ସମାନେେ ନିଶ୍ଚଯ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।
ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।
ସେ ପରମେଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।