ସହେି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନଇେ ପୂର୍ବପାଶର୍ବସ୍ଥ ଭସ୍ମ ସ୍ଥାନ ରେ ନିକ୍ଷପେ କରିବ।
Cross references
ବାହାରକୁ ନିଆୟିବା ଉଚିତ୍ ଓ ଧର୍ମକାର୍ୟ୍ଯର ପଦ୍ଧତି ପାଇଁ ଏ ସ୍ଥାନକୁ କାଠ ରଖି ଅଗ୍ନି ଦ୍ବାରା ଦଗ୍ଧ କରିବ।
କିମ୍ବା ହଜାଇଥିବା ଦ୍ରବ୍ଯ ପାଇଁ ସହେି ବିଷଯ ରେ ଅସତ୍ଯ ବ୍ଯବହାର କରେ ଓ ମିଥ୍ଯା କରି ଶପଥ କରେ, ଏହି ପ୍ରକାର ଯେ କୌଣସି କର୍ମ ରେ ମନୁଷ୍ଯ ପାପ କରେ,
ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍ବା ରେ ରଖିବା ଉଚିତ୍।
ଯେଉଁ ପାପର୍ଥକ ବଳି ଗୋବତ୍ସ ଓ ଛାଗର ରକ୍ତ ମହାପବିତ୍ର ସ୍ଥାନକୁ ଅଣାୟାଇ ପ୍ରାଯଶ୍ଚିତ ହବୋ ପାଇଁ ଥିଲା, ସମାନଙ୍କେର ଚର୍ମ, ମାଂସ ଓ ମଳ, ଲୋକମାନେ ଛାଉଣୀ ବାହାରକୁ ନଇେ ଅଗ୍ନି ରେ ଦଗ୍ଧ କରିବେ।
ସ୍ବର୍ଗଦୂତ ମରିୟମଙ୍କୁ କହିଲେ, ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହି ଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହବେେ। ସେ ପରମେଶ୍ବରଙ୍କ ପୁତ୍ରଭାବରେ ଖ୍ଯାତ ହବେେ।
ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।
ପରମେଶ୍ବର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହବୋ ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ବାରା ପବିତ୍ର ହାଇେ ତୁମ୍ଭେ ଯେପରି ପରମେଶ୍ବରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଚାହିଁଥିଲେ। ଈଶ୍ବରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବତ୍ତୁର୍।