Home Bibles ଲେବୀୟ ପୁସ୍ତକ 1:13 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 1:13 · ଓଡ଼ିଆ ବାଇବେଲ

ମାତ୍ର ସେ ତା'ର ଅନ୍ତ୍ର ଅଂଶ ଓ ଗୋଡ ଜଳ ରେ ଧୌତ କରିବ। ତା'ପରେ ଯାଜକ ସମ୍ପୁର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ହବେ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନବୈେଦ୍ଯ।

Cross references

ଆଦି ପୁସ୍ତକ 8:21

ତହିଁରେ ସଦାପ୍ରଭୁ ସମାନଙ୍କେର ବଳିଦାନକୁ ଆଘ୍ରାଣ କଲେ ଏବଂ ନିଜେ ମନେ ମନେ ଚ଼ିନ୍ତା କଲେ, ପୃଥିବୀକି ଅଭିଶାପ ଦବୋ ନାହିଁ। ଯଦିଓ ବାଲ୍ଯାକାଳରୁ ମନୁଷ୍ଯର ମନର ଅଭିପ୍ରାଯ ଓ ପ୍ରବଣତା ମନ୍ଦ, ତଥାପି ଆଉ କବେେ ହେଲ ସମସ୍ତ ଜୀବଙ୍କୁ ବିନଷ୍ଟ କରିବି ନାହିଁ, ଯେପରି ମୁଁ ପୂର୍ବରୁ କଲି।

ଲେବୀୟ ପୁସ୍ତକ 1:9

ମାତ୍ର ସହେି ଯାଜକ ଅନ୍ତ ଅଂଶ ଓ ଗୋଡ ଜଳ ରେ ଧୌତ କରିବେ ତା'ପରେ ଯାଜକ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହାମବେଳି ହବେ। ଏବଂ ତାହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 2:2

ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କପୂର୍ର ନବେ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ଅଟେ।

ଲେବୀୟ ପୁସ୍ତକ 3:5

ତହୁଁ ହାରୋଣର ପୁତ୍ରଗଣ ୟଜ୍ଞବଦେୀ ରେ ଏହିସବୁ ସହିତ ଅଗ୍ନିକାଠ ରେ ଥିବା ହାମବେଳିକୁ ଦଗ୍ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନବୈେଦ୍ଯ ଅଟେ।

ଲେବୀୟ ପୁସ୍ତକ 6:14

ଏହା ହେଉଛି ଶସ୍ଯ ନବୈେଦ୍ଯର ବ୍ଯବସ୍ଥା। ହାରୋଣର ପୁତ୍ରଗଣ ୟଜ୍ଞବଦେୀ ସମ୍ମୁଖ ରେ ସଦାପ୍ରଭୁଙ୍କ ଛାମୁକୁ ଶସ୍ଯ ଆଣିବେ।

ଲେବୀୟ ପୁସ୍ତକ 8:21

ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।

ଗଣନା ପୁସ୍ତକ 15:3

ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ବେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଗୋମଷୋଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ଅଗ୍ନିକୃତ ଉପହାର ରୂପେ ହାମବେଳି ଉତ୍ସର୍ଗ କରିବ।

ଗଣନା ପୁସ୍ତକ 28:8

ଆଉ ତୁମ୍ଭେ ଅନ୍ୟ ମଷେବତ୍ସକୁ ସନ୍ଧ୍ଯା ବେଳେ ଉତ୍ସର୍ଗ କରିବ। ଯେପରି ପ୍ରାତଃକାଳ ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଉତ୍ସର୍ଗ କରିବ, ସହେିପରି ତୁମ୍ଭେ ସଦାପ୍ରଭୁଙ୍କୁ ଏକ ସୁବାସିତ ଉପହାର ରୂପେ ଉତ୍ସର୍ଗ କରିବ।

ଦିତୀୟ ବଂଶାବଳୀ 4:6

ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍‌ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍‌ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।

ଯିହିଜିକଲ 40:38

ପ୍ରେତ୍ୟକକ ଫାଟକର ତ୍ବରଣ ନିକଟରେ ଏକ ଦ୍ବାର ବିଶିଷ୍ଟ ଏକ କଠାେରୀ ଥିଲା। ସଠାେ ରେ ଯାଜକମାନେ ହାମବେଳି ଧୌତ କଲେ।

Interlinear

Choose Theme