ତୁମ୍ଭମାନେେ ଏହି ମଣ୍ତଳୀଠାରୁ ପୃଥକ ହୁଅ, ଆମ୍ଭେ ଏକ ନିମିଷ ରେ ସମାନଙ୍କେ ସଂହାର କରିବା।
Cross references
ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ବଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ବର ଜାଣନ୍ତି ଏହି ଦେଶ କେତେ ଖରାପ ଏବଂ ଏହି ନଗର ଧ୍ବଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।
ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।
ତେଣୁ ବର୍ତ୍ତମାନ ମାେତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସମାନଙ୍କେୁ ମାରେ କୋର୍ଧ ରେ ଧ୍ବଂସ କରିବି। ଏହାପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।
କାହିଁକି? କାରଣ ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ୟିବି ଦବେେ ତୁମ୍ଭମାନଙ୍କୁ ଧ୍ବଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହାପରେ ତୁମ୍ଭମାନଙ୍କ ପାଇଁ କ'ଣ କରାୟିବ ବିଗ୍ଭର କରିବା।'
ମୁଁ ମହାମାରୀଦ୍ବାରା ସମାନଙ୍କେୁ ସଂହାର କରିବି ଓ ସମାନଙ୍କେର ଅଧିକାର ଛଡଇେ ନବେି। ପୁଣି ସମାନଙ୍କେଠାରୁ ତୁମ୍ଭକୁ ବଡ ଓ ବଳବାନ ଜାତି କରିବି।
ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତବେେ ଯେଉଁ ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସମାନେେ କହିବେ,
ତୁମ୍ଭମାନେେ ଏହି ମଣ୍ତଳୀ ମଧ୍ଯରୁ ଉଠିୟାଅ, ଆମ୍ଭେ ଏକା ନିମିଷ ରେ ସମାନଙ୍କେୁ ସଂହାର କରିବା। ଏଥି ରେ ମାଶାେ ଓ ହାରୋଣ ମୁହଁ ମାଡି ପଡିଲେ।
ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣଙ୍କ ଆଶାବାଡିକୁ ନିଯମତମ୍ବୁ ସମ୍ମୁଖ ରେ ରଖ। ଏହା ଆମ୍ଭ ବିରୁଦ୍ଧ ରେ ବିଦ୍ରୋହୀ ଲୋକମାନଙ୍କ ପ୍ରତି ସତର୍କ ସ୍ବରୂପ ରଖାୟିବ। ସମାନେେ ମାେ ବିରୁଦ୍ଧ ରେ ଅଭିଯୋଗରୁ ନିବୃତ୍ତ ହବେେ ଓ ମୁଁ ସମାନଙ୍କେୁ ଆଉ ହତ୍ଯା କରିବି ନାହିଁ।
ହଠାତ୍ ସମାନେେ ଧ୍ବଂସରେ ପଡ଼ିୟାନ୍ତି। ସମାନେେ ଭୟଙ୍କର ଘଟଣାରେ ଲୋପ ପାଇଲେ।
ଏହାପ ରେ ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀଯମାନଙ୍କ ଛାଉଣି ରେ 1,85,000 ଲୋକଙ୍କୁ ସଂହାର କଲେ। ଯେତବେେଳେ ପ୍ରଭାତ ରେ ଲୋକମାନେ ଉଠିଲେ, ସମାନଙ୍କେ ଚତୁର୍ଦ୍ଦିଗ ରେ କବଳେ ଶବମାନ ଦେଖିଲେ।
ସମାନଙ୍କେର ତୂଣୀର ଖାେଲା କବର ସଦୃଶ, ସମାନେେ ସମସ୍ତେ ବୀର ସୈନିକ।
ପିତର ସମାନଙ୍କେୁ ଚତନୋ ଦଇେ କହିଲେ, ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।
ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।
ଅତଏବ, ଆମ୍ଭେ ଧନ୍ଯବାଦ ଦବୋ କଥା ଯେ, ଯେଉଁ ସାମ୍ରାଜ୍ଯ ଆମ୍ଭକୁ ଦିଆ ଯାଇଛି, ତାହା ଟଳମଳ ହାଇେ ପାରିବ ନାହିଁ। ଆମ୍ଭେ ତାହାଙ୍କୁ ଧନ୍ଯବାଦ ଅର୍ପଣ କରିବା ଉଚିତ, ଓ ଏପରି ପଦ୍ଧତି ରେ ଉପାସନା କରିବା କଥା ଯେ ସେ ଯେପରି ପ୍ରସନ୍ନ ରହିବେ। ପରମେଶ୍ବରଙ୍କୁ ଆମ୍ଭେ ଉପାସନା କରିବା, ଓ ଭୟ ସହିତ ତାହାଙ୍କୁ ସମ୍ମାନ କରିବା।
ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି