ହାରୋଣଙ୍କ ପରେ ତାଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ଯେ ତାଙ୍କ ପଦ ରେ ଅଭିଷିକ୍ତ ଯାଜକ ହବେ, ସେ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍। ଏହା ସମ୍ପୂର୍ଣ୍ଣ ଭାବରେ ଦଗ୍ଧ କରାୟିବା ଉଚିତ୍। ଏହା ସଦାପ୍ରଭୁଙ୍କର ଅଟେ। ଏହି ପ୍ରକା ରେ ତାହା ସଦାସର୍ବଦା କରାୟିବା ଉଚିତ୍।
Cross references
ଆହୁରି ତୁମ୍ଭେ ସହେି ଉତ୍ସର୍ଗୀତ ମଷେର ମଦେ ଓ ମଦମେଯ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମଦେ ଓ ୟକୃତର ଉପରିସ୍ଥ ଅନ୍ତାପ୍ଲାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମଦେ ଓ ଡାହାଣ ଚଟୁଆ ନିଅ। ଯେ ହତେୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମଷେ।
ଯଦି ଅଭିଷିକ୍ତ ଯାଜକ ପାପ କରେ ଏବଂ ଦେଶ ପାଇଁ ଦୋଷ ଆଣେ, ସେ ଗୋଟିଏ ନିଖୁଣ ବାଛୁରୀ ବଳିଦାନ କରିବ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହା ପାପାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।
ସହେି ଶାସକ ଛାଗ ମସ୍ତକରେ ହାତ ରଖି ହାମବେଳି ବଧ କରିବା ସ୍ଥାନ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବ, ତାହା ହବେ ପାପାର୍ଥକ ନବୈେଦ୍ଯ।
ଯାଜକ ଶଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହାମବେଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ୟଜ୍ଞବଦେୀ ପାଶର୍ବା ରେ ରଖିବା ଉଚିତ୍।
ତା'ପରେ ଯାଜକ ଆପଣା ବସ୍ତ୍ର ବଦଳାଇ ଅନ୍ୟ ବସ୍ତ୍ର ପିନ୍ଧିବ। ସେ ସହେି ଭସ୍ମକୁ ଛାଉଣୀ ବାହା ରେ ଏକ ଶୁଚି ସ୍ଥାନକୁ ନଇୟିବେ।
ଏହାଥିଲା ସଦାପ୍ରଭୁଙ୍କ ପାଇଁ ହାମବେଳି ଓ ସଦାପ୍ରଭୁଙ୍କର ଏକ ସୁବାସିତ ନବୈେଦ୍ଯ। ମାଶାେ ଠିକ୍ ତାହା କଲେ, ଯାହା ସଦାପ୍ରଭୁ ତାଙ୍କୁ ଆଜ୍ଞା ଦଇେଥିଲେ।
ଏହାପରେ ଇଶ୍ରାୟେଲ ସନ୍ତାନଗଣ ବରେୋତ୍ ବନଯୋକନଠାରକ୍ସ୍ଟ ମାେଷେରୋତକୁ ୟାତ୍ରା କଲେ, ସେ ସ୍ଥାନ ରେ ହାରୋଣ ମଲେ ଓ ସହେି ସ୍ଥାନ ରେ ସେ କବର ପାଇଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ର ଇଲିଯାସର ତାଙ୍କ ପଦ ରେ ଯାଜକ କର୍ମ କଲା।
ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣ ବଂଶ ଦେଖିବେ, ସେ ଦୀର୍ଘାଯୁ ହବେେ ଓ ତାହାଙ୍କ ହସ୍ତ ରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହବେ।
ଆମ୍ଭର ଲୋକମାନଙ୍କ ପାପଗୁଡିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସମାନେେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବା ରେ ଲୋଭୀ।
ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।