ମାତ୍ର ହାରୋଣ ମାଶାଙ୍କେୁ କହିଲେ, ଦେଖ, ସମାନେେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଜ ନିଜର ପାପାର୍ଥକ ବଳି ଓ ନିଜ ନିଜର ହାମବେଳି ଉତ୍ସର୍ଗ କଲେ। ତଥାପି ମାେ ପ୍ରତି ଏହା ଘଟିଲା। ଯବେେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା'ନ୍ତି ତବେେ ତାହା କ'ଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭଲ ହାଇେଥାଆନ୍ତା?
Cross references
ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।
ତାହାପରେ ହାରୋଣ ହାମବେଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କଲେ।
ସହେି ସ୍ଥାନ ରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପରିବାର ସଦସ୍ଯଗଣ ସଦାପ୍ରଭୁଙ୍କ ଉପସ୍ଥିତ ରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାଲ୍ଗି ହାଇେଛି ସେଥି ରେ ଆନନ୍ଦିତ ହକ୍ସ୍ଟଅ, ଯେ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଶୀର୍ବାଦ କରିଛନ୍ତି।
ମୁ ଆପଣା ସବୋ ସମୟରେ ତହିଁରକ୍ସ୍ଟ କିଛି ଭୋଜନ କରି ନାହିଁ। କିଅବା ଅଶକ୍ସ୍ଟଚି ହାଇେ ତହିଁରକ୍ସ୍ଟ କିଛି ରଖିନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ଯ ରେ ତହିଁରକ୍ସ୍ଟ କିଛି ଦଇନୋହିଁ। ମୁ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ଧ୍ଯାନ ଦଇେଅଛି। ତୁମ୍ଭେ ମାେତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁ ପାଳନ କରିଛି।
ଯେତବେେଳେ ସହେି ପରିବାର ସଦାପ୍ରଭୁଙ୍କ ମନ୍ଦିରକକ୍ସ୍ଟ ଯାଉଥିଲେ ପ୍ରତିବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ।
ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।
ପୁଣି ସଦାପ୍ରଭୁ କହନ୍ତି, ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।
ଯିହୁଦା ନିବାସୀ ଉପବାସ କରି କାତର ପ୍ରାର୍ଥନା କରିବେ। ମାତ୍ର ଆମ୍ଭେ ସମାନଙ୍କେର ପ୍ରାର୍ଥନା ଶୁଣିବା ନାହିଁ। ସମାନେେ ହାମବେଳି ଓ ଶସ୍ଯ ନବୈେଦ୍ଯ ଉତ୍ସର୍ଗ କଲେ ବି ଆମ୍ଭେ ତାହା ଗ୍ରହଣ କରିବା ନାହିଁ। କିନ୍ତୁ ଆମ୍ଭେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ସମାନଙ୍କେୁ ସଂହାର କରିବା।
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନବୈେଦ୍ଯ ଉତ୍ସର୍ଗ କରିବେ ନାହିଁ। ସମାନେେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସମାନଙ୍କେର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ ରେ ଖାଦ୍ୟ ଭକ୍ଷଣ ପରି ହବେ। ଯେ ଏହାକୁ ଭକ୍ଷଣ କରିବ ସେ ଅପବିତ୍ର ହବେ। ସମାନଙ୍କେର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। ସମାନେେ ନିଜେ ସହେି ରୋଟୀକୁ ଭକ୍ଷଣ କରିବେ।
ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହବେ ନାହିଁ ଏବଂ ତୁମ୍ଭେ ୟଜ୍ଞବଦେୀ ରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ଯ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ଯାଗ କରୁଛ, ଆଉ ମଧ୍ଯ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ଯ ନୁହେଁ। ତା'ପ ରେ ତୁମ୍ଭମାନେେ ଆହତ, େଛାଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସହେି ରୁଗ୍ଣ ପଶୁଗୁଡିକୁ ଆମ୍ଭେ ଗ୍ରହଣ କରିବା ନାହିଁ। ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
ଏପରିକି ଯଦି ତୁମ୍ଭମାନେେ ପୁଣି ୟଜ୍ଞବଦେୀ ତୁମ୍ଭ ଲୁହ ରେ ବୁଡାଇ ଦବୋକୁ ଚେଷ୍ଟାକର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷ ରେ ସେ ଖୁସି ହବେେ ନାହିଁ।
ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।