ମୁ ଆପଣା ସବୋ ସମୟରେ ତହିଁରକ୍ସ୍ଟ କିଛି ଭୋଜନ କରି ନାହିଁ। କିଅବା ଅଶକ୍ସ୍ଟଚି ହାଇେ ତହିଁରକ୍ସ୍ଟ କିଛି ରଖିନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ଯ ରେ ତହିଁରକ୍ସ୍ଟ କିଛି ଦଇନୋହିଁ। ମୁ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ଧ୍ଯାନ ଦଇେଅଛି। ତୁମ୍ଭେ ମାେତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁ ପାଳନ କରିଛି।
Cross references
ମାତ୍ର ଯଦି କୌଣସି ଅଶୁଚି ବ୍ଯକ୍ତି ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ବଳି ଭୋଜନ କରେ ତବେେ ସେ ନିଜେ ଲୋକମାନଙ୍କଠାରୁ ଅଲଗା ରହିବ।
ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହାରୋଣଙ୍କ ପୁତ୍ର ଯାଜକଗଣଙ୍କୁ କୁହ, ଜଣେ ଯାଜକ ଏକ ମୃତ୍ଯୁବ୍ଯକ୍ତିକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ।
ସେ ଗୃହ ଭିତ ରେ ଶବକୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। ସେ ନିଜର ପିତାମାତାଙ୍କ ଶବ ନିକଟକୁ ମଧ୍ଯ ୟିବ ନାହିଁ।
ତୁମ୍ଭମାନେେ ସହେି ଭବିଷ୍ଯଦବକ୍ତା ବା ସ୍ବପ୍ନ ଦର୍ଶକକକ୍ସ୍ଟ ପ୍ରାଣ ଦଣ୍ତ ଦବୋ ଉଚିତ୍। କାରଣ ସହେି ବ୍ଯକ୍ତିଟି ମାରେ ଲୋକମାନଙ୍କୁ ପରମେଶ୍ବରଙ୍କ ବରକ୍ସ୍ଟଦ୍ଧ ରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ୟିଏକି ତୁମ୍ଭମାନଙ୍କୁ ମିଶର ଦେଶରକ୍ସ୍ଟ ବାହାର କରି ଆଣିଲେ ଓ ଦାସତ୍ବରକ୍ସ୍ଟ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତ କଲେ। ସହେି ବ୍ଯକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରକ୍ସ୍ଟ ଦକ୍ସ୍ଟରକକ୍ସ୍ଟ ନବୋକକ୍ସ୍ଟ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନକ୍ସ୍ଟସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାଯ ରେ ତକ୍ସ୍ଟମ୍ଭ ମଧିଅରେ ଥିବା କକ୍ସ୍ଟକର୍ମ ଦୂର କରିପାରିବ।
କିନ୍ତୁ ଏପରି ହବେ ଯଦି ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭମାନେେ ସାବଧାନତା ସହକା ରେ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହକ୍ସ୍ଟଛି ତାହା ପାଳନ କରିବ।
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପାଇଁ ଯେଉଁ ସ୍ଥାନ ନିର୍ଣଯ କରିବେ, ସହେି ସ୍ଥାନ ରେ ତାଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଓ ତକ୍ସ୍ଟମ୍ଭ ପକ୍ସ୍ଟତ୍ର ତୁମ୍ଭର କନ୍ଯା ଓ ତୁମ୍ଭର ଦାସ ଦାସୀ, ତକ୍ସ୍ଟମ୍ଭ ନଗର ଦ୍ବାରର ଲବେୀୟ ଲୋକ ଓ ତକ୍ସ୍ଟମ୍ଭ ମଧିଅରେ ଥିବା ବିଦେଶୀଯ ଲୋକ, ପିତୃହୀନ, ବିଧବା ସମସ୍ତେ ଆନନ୍ଦ କରିବ।
ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି। ମୁଁ ତାଙ୍କ ବ୍ଯବସ୍ଥାଗୁଡ଼ିକୁ ପାଳନ କରେ।
ଏହାପରେ ପରମେଶ୍ବରଙ୍କ ଲୋକମାନେ ବାଲ୍-ପିୟୋର ସବୋ କଲେ। ସମାନେେ ଅନ୍ୟ ଦବେତାମାନଙ୍କଠାରେ ବଳି ଦିଆୟାଇଥିବା ପଶୁମାନଙ୍କର ମାଂସ ଭକ୍ଷଣ କଲେ।
ମୃତ ବ୍ଯକ୍ତିଙ୍କ ଦୁଃଖ ରେ ଶାେକ କରୁଥିବା ଲୋକମାନଙ୍କୁ ସାନ୍ତ୍ବନା ଦବୋକୁ କହେି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ଯୁ ରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ବନା ସୂଚକ ପାତ୍ର କହେି ଦବେେ ନାହିଁ।
ଦୁଃଖ ରେ ଦୀର୍ଘ ନିଶ୍ବାସ ଛାଡ଼, ମାତ୍ର ଉଚ୍ଚ ସ୍ବର ରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦ ରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଅ ନାହିଁ।
ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନବୈେଦ୍ଯ ଉତ୍ସର୍ଗ କରିବେ ନାହିଁ। ସମାନେେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସମାନଙ୍କେର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ ରେ ଖାଦ୍ୟ ଭକ୍ଷଣ ପରି ହବେ। ଯେ ଏହାକୁ ଭକ୍ଷଣ କରିବ ସେ ଅପବିତ୍ର ହବେ। ସମାନଙ୍କେର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। ସମାନେେ ନିଜେ ସହେି ରୋଟୀକୁ ଭକ୍ଷଣ କରିବେ।
ଏପରିକି ଯଦି ତୁମ୍ଭମାନେେ ପୁଣି ୟଜ୍ଞବଦେୀ ତୁମ୍ଭ ଲୁହ ରେ ବୁଡାଇ ଦବୋକୁ ଚେଷ୍ଟାକର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷ ରେ ସେ ଖୁସି ହବେେ ନାହିଁ।