ଲେବୀୟ ପୁସ୍ତକ 9:12 · ଓଡ଼ିଆ ବାଇବେଲ
ତାହାପରେ ହାରୋଣ ହାମବେଳି ପାଇଁ ଗୋବତ୍ସ ବଧ କଲେ। ତାଙ୍କର ପୁତ୍ରମାନେ ତାଙ୍କ ନିକଟକୁ ରକ୍ତ ଆଣିଲେ ଓ ହାରୋଣ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କଲେ।
Cross references
ଲେବୀୟ ପୁସ୍ତକ 1:1
ସଦାପ୍ରଭୁ ପୃଥିବୀର ପରମେଶ୍ବର ସମାଗମ-ତମ୍ବୁରୁ ମାଶାଙ୍କେୁ ଡାକି କହିଲେ,
ଲେବୀୟ ପୁସ୍ତକ 8:18
ତା'ପରେ ସେ ହାମବେଳି ପାଇଁ ମଷେ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମଷେର ମସ୍ତକରେ ହସ୍ତ ରଖିଲେ।
ଲେବୀୟ ପୁସ୍ତକ 9:16
ହାରୋଣ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ହାମବେଳି ବିଧି ଅନୁସାରେ ଉତ୍ସର୍ଗ କଲେ।
ଏଫିସୀୟଙ୍କ ପ୍ରତି ପତ୍ର 5:2
ପ୍ ରମେପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ ରମେ କରିଛନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଅନ୍ୟମାନଙ୍କୁ ପ୍ ରମେ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ନିକଟରେ ମଧୁର-ସୁଗନ୍ଧି-ୟୁକ୍ତ ଭଟେି ଓ ପରମେଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି।
ଏଫିସୀୟଙ୍କ ପ୍ରତି ପତ୍ର 5:25
ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।