ପ୍ରଥମ ଶାମୁୟେଲ 1:7 · ଓଡ଼ିଆ ବାଇବେଲ
ଯେତବେେଳେ ସହେି ପରିବାର ସଦାପ୍ରଭୁଙ୍କ ମନ୍ଦିରକକ୍ସ୍ଟ ଯାଉଥିଲେ ପ୍ରତିବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକକ୍ସ୍ଟ ଦକ୍ସ୍ଟଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ।
Cross references
ପ୍ରଥମ ଶାମୁୟେଲ 2:1
ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।
ପ୍ରଥମ ଶାମୁୟେଲ 2:19
ଆହକ୍ସ୍ଟରି ମଧ୍ଯ ତାଙ୍କର ମାତା ପ୍ରତିବର୍ଷ ଆପଣା ସ୍ବାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ସେ ଶାମକ୍ସ୍ଟଯଲେ ପାଇଁ ଗୋଟିଏ ସାନ କୋଟ୍ ବନାଇଥିବା, ତାହା ସେ ତାଙ୍କ ପାଖକକ୍ସ୍ଟ ଆଣିବେ।
ଗୀତସଂହିତା 102:5
ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।