Home Bibles ☰ Books ହୋଶେୟ 9:4 · ଓଡ଼ିଆ ବାଇବେଲ
ହୋଶେୟ 9:4 · ଓଡ଼ିଆ ବାଇବେଲ

ଇଶ୍ରାୟେଲୀୟମାନେ ସଦାପ୍ରଭୁଙ୍କୁ ଦ୍ରାକ୍ଷାରସ ନବୈେଦ୍ଯ ଉତ୍ସର୍ଗ କରିବେ ନାହିଁ। ସମାନେେ ତାଙ୍କୁ ବଳିଦାନ ଉତ୍ସର୍ଗ କରିବେ ନାହିଁ। ସମାନଙ୍କେର ବଳିଦାନ ଉତ୍ସର୍ଗ ଶ୍ରାଦ୍ଧ ରେ ଖାଦ୍ୟ ଭକ୍ଷଣ ପରି ହବେ। ଯେ ଏହାକୁ ଭକ୍ଷଣ କରିବ ସେ ଅପବିତ୍ର ହବେ। ସମାନଙ୍କେର ରୋଟୀ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ ନାହିଁ। ସମାନେେ ନିଜେ ସହେି ରୋଟୀକୁ ଭକ୍ଷଣ କରିବେ।

Cross references

ଯାତ୍ରା ପୁସ୍ତକ 40:23

ଏହାପରେ ସେ ସଦାପ୍ରଭୁଙ୍କ ସମ୍ମୁଖ ରେ ଦର୍ଶନୀଯ ରୋଟୀର ଆଯୋଜନ କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁୟାଯୀ ଏହା କରାଗଲା।

ଲେବୀୟ ପୁସ୍ତକ 17:11

କାରଣ ରକ୍ତ ରେ ପ୍ରାଣୀର ଜୀବନ ଥାଏ। ପୁଣି ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାଯଶ୍ଚିତ କରିବାକୁ ଆମ୍ଭେ ତାହା ୟଜ୍ଞବଦେୀ ଉପରେ ତୁମ୍ଭମାନଙ୍କୁ ଦଇେଅଛୁ, ଯେ ହତେୁ ପ୍ରାଣର ମୂଲ୍ଯ ରେ ରକ୍ତ ହିଁ ପ୍ରାଯଶ୍ଚିତ କରେ।

ଲେବୀୟ ପୁସ୍ତକ 21:6

ସମାନେେ ନିଶ୍ଚଯ ସମାନଙ୍କେର ପରମେଶ୍ବରଙ୍କ ପାଇଁ ପବିତ୍ର ହବେେ। ସମାନେେ ସମାନଙ୍କେର ପରମେଶ୍ବରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସମାନେେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ବରଙ୍କ ଖାଦ୍ୟ ସମାନେେ ଦିଅନ୍ତି। ତେଣୁ ସମାନେେ ନିଶ୍ଚଯ ପବିତ୍ର ହବୋ ଉଚିତ୍।

ଲେବୀୟ ପୁସ୍ତକ 21:8

ତୁମ୍ଭେ ନିଶ୍ଚିତ ହୁଅ ଯେ, ଯାଜକ ପବିତ୍ର ଅଟେ। କାରଣ ସେ ତୁମ୍ଭର ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କରିଥାଏ। ତୁମ୍ଭେ ତାକୁ ପବିତ୍ର ବୋଲି ବିବଚେନା କରିବା ଉଚିତ୍। କାରଣ ମୁଁ ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରେ। ମୁଁ ନିଜେ ପବିତ୍ର।

ଲେବୀୟ ପୁସ୍ତକ 21:17

ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।

ଲେବୀୟ ପୁସ୍ତକ 21:21

ହାରୋଣ ଯାଜକର ବଂଶଧର ମଧିଅରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କରିବା ପାଇଁ ବଦେୀ ନିକଟକୁ ୟାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ୟଜ୍ଞବଦେୀ ନିକଟକୁ ଶସ୍ଯ ଭକ୍ଷ୍ଯ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।

ଗଣନା ପୁସ୍ତକ 4:7

ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।

ଗଣନା ପୁସ୍ତକ 19:11

ଯଦି କହେି କୌଣସି ମନୁଷ୍ଯର ଶବ ଛୁଏଁ, ତବେେ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ।

ଗଣନା ପୁସ୍ତକ 28:2

ଇଶ୍ରାୟେଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସମାନଙ୍କେୁ କୁହ, ସମାନେେ ମାରେ ନବୈେଦ୍ଯ ମାରେ ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମାେ ନିକଟକୁ ଆଣିବେ।

ଦିତୀୟ ବିବରଣ 26:14

ମୁ ଆପଣା ସବୋ ସମୟରେ ତହିଁରକ୍ସ୍ଟ କିଛି ଭୋଜନ କରି ନାହିଁ। କିଅବା ଅଶକ୍ସ୍ଟଚି ହାଇେ ତହିଁରକ୍ସ୍ଟ କିଛି ରଖିନାହିଁ। କିଅବା ମୃତ ଲୋକଙ୍କ ଉଦ୍ଦେଶ୍ଯ ରେ ତହିଁରକ୍ସ୍ଟ କିଛି ଦଇନୋହିଁ। ମୁ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ଧ୍ଯାନ ଦଇେଅଛି। ତୁମ୍ଭେ ମାେତେ ଯାହା ଯାହା ଆଜ୍ଞା କଲ, ସେ ସବୁ ମୁ ପାଳନ କରିଛି।

ନିହିମିୟା 8:9

ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।

ଯିଶାଇୟ 1:11

ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ଯିଶାଇୟ 57:6

ଉପତ୍ୟକାର ଚିକ୍କଣ ପଥରଗୁଡ଼ିକ ମଧିଅରେ ତୁମ୍ଭର ଅଂଶ, ସଗେୁଡ଼ିକରେ ତୁମ୍ଭର ଅଧିକାର ; ପୁଣି ସମାନଙ୍କେ ଉଦ୍ଦେଶ୍ଯ ରେ ତୁମ୍ଭେ ପଯେ ନବୈେଦ୍ଯ ଢ଼ାଳିଅଛ ଓ ନବୈେଦ୍ଯ ଉତ୍ସର୍ଗ କରିଅଛ। ଏସବୁ ରେ ଆମ୍ଭେ କ'ଣ ଶାନ୍ତ ହବୋ ?

ଯିଶାଇୟ 66:3

ଯେ ଗୋବଧ କରେ ସେ ନରହତ୍ଯାକାରୀ ପରି ହୁଏ, ଯେ ମଷେଶାବକ ବଳିଦାନ କରେ ଯେ କୁକୁରର ବକେ କାଟିଲା ଲୋକପରି ହୁଏ, ଯେ ନବୈେଦ୍ଯ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦବେତାର ଧନ୍ଯବାଦ କରିବା ଲୋକପରି ହୁଏ। ସମାନେେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସମାନଙ୍କେର ଆତ୍ମା ନିଜର ଘୃଣା ଯୋଗ୍ଯ ବିଷଯ ରେ ସନ୍ତୁଷ୍ଟ ହୁଏ।

ଯିରିମିୟ 6:20

ପୁଣି ସଦାପ୍ରଭୁ କହନ୍ତି, ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।

Interlinear

Choose Theme