ଲେବୀୟ ପୁସ୍ତକ 9:8 · ଓଡ଼ିଆ ବାଇବେଲ
ତହୁଁ ହାରୋଣ ୟଜ୍ଞବଦେୀ ନିକଟକୁ ୟାଇ ନିଜ ପାଇଁ ପାପାର୍ଥକ ବଳିର ଗୋବତ୍ସ ବଧ କଲେ।
Cross references
ଲେବୀୟ ପୁସ୍ତକ 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।
ଲେବୀୟ ପୁସ୍ତକ 4:1
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ,
ଲେବୀୟ ପୁସ୍ତକ 4:29
ପୁଣି ସେ ସହେି ପାପାର୍ଥକ ନବୈେଦ୍ଯର ମସ୍ତକରେ ହସ୍ତ ରଖି ହାମବେଳି ବଧ କରିବା ସ୍ଥାନ ରେ ତାକୁ ବଧ କରିବ।