ସମାନେେ କହିଲେ, ଶୀଲୋ ରେ ସଦାପ୍ରଭୁଙ୍କର ଉତ୍ସବ ଗ୍ଭଲିଛି। ଏହି ଉତ୍ସବ ପ୍ରତି ବର୍ଷ ସଠାେରେ ହକ୍ସ୍ଟଏ। ଶୀଲୋ ବୈେଥଲର ଉତ୍ତର ରେ ଥିଲା, ବୈଥଲଠାେରକ୍ସ୍ଟ ଶିଖିମ ରାସ୍ତାର ପୂର୍ବପଟେ ଥିଲା ଏବଂ ଲବୋନାର ଦକ୍ଷିଣକକ୍ସ୍ଟ ଥିଲା।
Cross references
ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନେେ ସଦାପ୍ରଭୁଙ୍କର ଯେଉଁସବୁ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘାଷେଣା କରିବ, ଆମ୍ଭର ସେସମସ୍ତ ପର୍ବ ଏହି।
ଏଗୁଡିକ ସଦାପ୍ରଭୁଙ୍କ ନିରୂପିତ ପର୍ବ। ତୁମ୍ଭମାନେେ ସହେି ନିରୂପିତ ଦିନ ରେ ପବିତ୍ର ସଭା ଘାଷେଣା କରିବ।
ପୁଣି ସହେି ମାସର ପଞ୍ଚଦଶ ଦିନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଡିଶୂନ୍ଯ ରୋଟୀର ପର୍ବ ହବେ। ତୁମ୍ଭମାନେେ ସାତଦିନ ପର୍ୟ୍ଯନ୍ତ ତାଡିଶୂନ୍ଯ ରୋଟୀ ଭୋଜନ କରିବ।
ତୁମ୍ଭେ ଇଶ୍ରାୟେଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦବେୁ ତୁମ୍ଭମାନେେ ସେ ଦେଶ ରେ ପ୍ରବେଶ କରିବ। ଯେତବେେଳେ ତୁମ୍ଭମାନେେ ଶସ୍ଯ କାଟିବ, ସେତବେେଳେ ପ୍ରଥମ କଟା ଶସ୍ଯରୁ ଏକବିଡା ଯାଜକ ନିକଟକୁ ଆଣିବ।
ତୁମ୍ଭେ ଇଶ୍ରାୟେଲର ସନ୍ତାନଗଣଙ୍କୁ କୁହ, ସପ୍ତମ ମାସର ପଞ୍ଚଦଶ ଦିନଠାରୁ ସାତଦିନ ୟାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପତ୍ରକୁଟୀର ପର୍ବ ପାଳିତ ହବେ।
ଆଉ ମଧ୍ଯ ତୁମ୍ଭମାନଙ୍କ ଆନନ୍ଦ ଦିନ ରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବ ରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭ ରେ ତୁମ୍ଭମାନେେ ଆପଣାମାନଙ୍କ ହାମବେଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତାହା ପରମେଶ୍ବରଙ୍କ ସମ୍ମୁଖ ରେ ସ୍ମରଣାର୍ଥେ କରାୟିବ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହବେ।
ପୁଣି ପ୍ରଥମ ଫଳର ଦିନ ରେ ଅର୍ଥାତ୍ ଯେତବେେଳେ ତୁମ୍ଭମାନେେ ସାପ୍ତାହିକୀ ପର୍ବ ରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ଯ ନବୈେଦ୍ଯ ଆଣିବ, ସେତବେେଳେ ତୁମ୍ଭମାନଙ୍କର ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ ସଦେିନ କୌଣସି କାର୍ୟ୍ଯ କରିବା ଉଚିତ୍ ନୁହଁ।
ଆଉ ସମସ୍ତ ମାସର ପଞ୍ଚଦଶ ଦିନ ରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହବୋ ଉଚିତ୍। ସହେି ଦିନ ତୁମ୍ଭମାନେେ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହଁ। ପୁଣି ସାତ ଦାନ ୟାଏ ଉତ୍ସବ ପାଳନ କରିବା ଉଚିତ୍।
ଆବୀବ ମାସର ପର୍ବକକ୍ସ୍ଟ ରଖ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସମ୍ମାନ ଦବୋ ପାଇଁ ନିସ୍ତାର ପର୍ବ ପାଳନ କର। କାରଣ ଆବୀବ ମାସ ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ରାତ୍ରିକାଳ ରେ ମିଶରରକ୍ସ୍ଟ ବାହାର କରିଆଣିଲେ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭେ ପ୍ରଚକ୍ସ୍ଟର ପରିମାଣ ରେ ଆପଣା ହସ୍ତର ସ୍ବେଛାଦତ ଉପହାର ଦଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଲ୍ଗାହ ସମକ୍ସ୍ଟହର ଉତ୍ସବ ପାଳନ କରିବ।
ତୁମ୍ଭମାନେେ ଯେତବେେଳେ ଖଳାରକ୍ସ୍ଟ ଶସ୍ଯ ସଂଗ୍ରହ କରି ସାରିଲା ପରେ ଓ ଯେତବେେଳେ ଆପଣା ଦ୍ରାକ୍ଷାକ୍ଷତରେକ୍ସ୍ଟ ସଂଗ୍ରହ କଲାପରେ ସାତଦିନ ପାଇଁ କକ୍ସ୍ଟଟୀରପର୍ବ ପାଳନ କରିବ।
ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।
ଶୀଲୋ ରେ ପରମେଶ୍ବରଙ୍କ ଗୃହ ଥିବାର ସମସ୍ତ ସମୟ ସମାନେେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସହେି ଖାଦେିତ ପ୍ରତିମା ସ୍ଥାପନ କରି ରଖିଲେ।
ପ୍ରତିବର୍ଷ ଇଲ୍କାନା ତା'ର ନିଜ ସହର ରାମାକକ୍ସ୍ଟ ଛାଡି ଶୀଲୋକକ୍ସ୍ଟ ଯାଉଥିଲା, ଶୀଲୋ ରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସଠାେକକ୍ସ୍ଟ ଯାଉଥିଲା। ଯେଉଁ ସ୍ଥାନ ରେ ଇଲୀହର ଦକ୍ସ୍ଟଇ ପକ୍ସ୍ଟତ୍ର ଧର୍ମଯାଜକ ଥିଲେ, ତାଙ୍କର ନାମ ଥିଲା, ହଫ୍ନି ଓ ପୀନହସ୍।
ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
ପୋଖରୀ ପାଖ ରେ ଯୀଶୁ ଜଣେ ଲୋକକୁ ସୁସ୍ଥ କଲେ ଏହାପରେ ଯୀଶୁ ଯୀହୂଦୀମାନଙ୍କର ଗୋଟିଏ ବିଶଷେ ପର୍ବ ଥିବାରୁ ସେ ୟିରୂଶାଲମକୁ ଗଲେ।
ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।